ସାଉଥ୍ ଅଭିନେତା ତଥା ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ
ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍’ରେ ଅଭିନେତା ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।
ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା!-->!-->!-->…
