ମାର୍ଚ୍ଚରେ ସରିବ ସ୍ମାର୍ଟ ସିଟି ପ୍ରକଳ୍ପ
ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍ସିଏଲ୍ ଏମ୍ଡି ବଲୱନ୍ତ ସିଂହ!-->…
