Odia News Portal

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପାଳିତ ହେଲା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ବାର୍ଷିକୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜା ଓ ଯଜ୍ଞ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅର୍ଜୁନ

ଉଚ୍ଚ ରକ୍ତ ଚାପ କମାଇବାରେ ସହାୟକ ହୁଏ ଗୁଜୁରାତି

ଗୁଜୁରାତି, କାହାକୁ ବା ଅଜଣା ଖାଦ୍ୟ ଠାରୁ ଆରମ୍ଭ କରି ଉପଚାର କରିବା ପର୍ଯ୍ୟନ୍ତ ନିତିଦିନିଆ ବ୍ୟବହାର୍ଯ୍ୟରେ ଆମ କାର୍ଯ୍ୟରେ ଆସିଥାଏ । ଆହୁରି ମଧ୍ୟ ଗୁଜୁରାତି ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ ।

ପୁରୀ କୋଣାର୍କ ବେଳାମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା। କାର, ବାଇକ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାର ୨୪% କୁ ବୃଦ୍ଧି

ଚଳିତ ଆର୍ଥିକବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶିରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଫେବୃୟାରୀ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୧୫ ଲକ୍ଷ ୬୭ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶନିବାର ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ଟିକସଦାତାଙ୍କୁ ଫେରସ୍ତ ହୋଇଥିବା ରାଶିକୁ

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର

ଖବର କାଗଜ ବିକ୍ରେତାରୁ ଶିକ୍ଷକ ହୋଇପାରିଛନ୍ତି ବିଦ୍ୟାସାଗର । ପରିବାରର ଆର୍ଥିକ ବୋଝ ପାଇଁ ସେ ଘରକୁ ଘର ବୁଲି ଖବର କାଗଜ ବାଣ୍ଟୁଥିଲେ। ସେଥିରୁ ଯାହା କିଛି ରୋଜଗାର ହେଉଥିଲା ସେଥିରୁ ଘର ଚଳାଇବା ସହ ନିଜ ପାଠ ପଢା ଖର୍ଚ୍ଚ କରୁଥିଲେ । ଏବେ ନିଜ ଅଧ୍ୟବସାୟ ବଳରେ ସେ ଜଣେ ଶିକ୍ଷକ ହୋଇ

ତୁର୍କୀରେ ଅବତରଣ କଲା ଭାରତର ୭ମ ପଣ୍ୟବାହୀ ବିମାନ

ତୁର୍କୀ ଓ ସିରିୟାର ଭୂକମ୍ପ ପୀଡ଼ିତମାନଙ୍କ ନିମନ୍ତେ ‘ଅପରେସନ୍ ଦୋସ୍ତ୍’ ଅଭିଯାନରେ ରିଲିଫ୍ ସହାୟତା ନେଇ ଯାଇଥିବା ଭାରତୀୟ ବାୟୁସେନାର ୭ମ ପଣ୍ୟବାହୀ ବିମାନ ଆଜି ଆଦାନା ବିମାନ ବନ୍ଦରରେ ଅବତରଣ କରିଛି।ତୁର୍କୀ ନିମନ୍ତେ ୧୩ ଟନ୍ ଓଜନର ଡାକ୍ତରୀ ଉପକରଣ ଏବଂ ସିରିୟା ନିମନ୍ତେ ୨୪ ଟନ୍ ଓଜନର

ବଢୁଛି ତାପମାତ୍ରା, ୮ ସହରରେ ୩୬ ଡିଗ୍ରୀ ଅତିକ୍ରମ

ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭୁବନେଶ୍ବରର ପାରଦ ୩୭ ଡିଗ୍ରୀ ଟପିଛି। ରାଜଧାନୀରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଛି। ଯାହା ସ୍ବାଭାବିକରୁ ଅଧିକ। ରାଜ୍ୟରେ ଫେବୃଆରୀରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ। ଆଗକୁ

ସରିଲା ଗୋପାଳର ନାର୍କୋ ଟେଷ୍ଟ,ସମସ୍ତ ରିପୋର୍ଟ ଏକସଙ୍ଗରେ କରାଯିବ ତଜର୍ମା

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ

ଗର୍ଭବତୀ ଅଛନ୍ତି କି କିଆରା?

ବିବାହର ଚର୍ଚ୍ଚା ପରେ ପୁଣି ଚର୍ଚ୍ଚାରେ ଆସିଲେ ବଲିଉଡର ନୂତନ ଦମ୍ପତି ସିଡକିଆରା । ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ

ଦିଲ୍ଲୀ ମେୟର ନିର୍ବାଚନ: କେଜ୍ରିୱାଲ ସରକାର, ଏମସିଡି ତରଫରୁ ୧୬ ଫେବୃଆରୀରେ ବସିବ ବୈଠକ

‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ୧୬ ଫେବୃଆରୀ, ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି