Odia News Portal

ତୁର୍କୀ-ସିରିୟା ଭୂମିକମ୍ପ : ୫୦ ହଜାର ଟପିପାରେ ମୃତ୍ୟୁସଂଖ୍ୟା:

ତୁର୍କୀ - ସିରିୟାରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ ‘ସ୍କାଏ ନିଉଜ୍’କୁ କହିଛନ୍ତି।ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାହ୍ରାମାନମାରାସ୍ରେ ପହଞ୍ଚିବା

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ଫାଟ ପାଲଟିଛି ଚିନ୍ତାର କାରଣ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ବଡ ଫାଟ ଚିନ୍ତାର କାରଣ ପାଲଟିଛି । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତି ଲାଗିଛି, ତାହା ବି ଭାଙ୍ଗି ଝଡିପଡିଲାଣି । ହେଲେ ଏଥିପ୍ରତି

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ । ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ ବେଆଇନ୍ ଭାବେ ପାକିସ୍ତାନ

ଭୂକମ୍ପ ମୃତ୍ୟୁ ଟପିଲା ୨୬ ହଜାର

ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୨୬ ହଜାର ଅତିକ୍ରମ କରିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ

୧୩ରେ କ୍ୟାବିନେଟ୍, ୧୫ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଆସନ୍ତା ୧୩ ତାରିଖରେ (ସୋମବାର) ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହାସହ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି। ଫେବ୍ରୁଆରି ୨୧ରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବଜେଟ୍‌ ଚିଠା ପ୍ରସ୍ତାବକୁ ଅନୁମୋଦନ କରିବା

ଫ୍ଳାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକି ନେଲେ ଡାକ୍ତର

ଫ୍ଳାଟ୍‌ ଦେବାକୁ କହି ଠକେଇ । ଗିରଫ ହେଲେ ଡାକ୍ତର । ବ୍ରହ୍ମପୁରରେ ଫ୍ଲାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ । ମାଲସାନି ପେଟା ଅଞ୍ଚଳର ଦାନ୍ତ ଡାକ୍ତର ଡି. ଉତ୍ତମ କୁମାର ଗିରଫ ହୋଇଛନ୍ତି । ଭୁବନେଶ୍ୱରରେ

ହିମାଚଳରେ ଭୀଷଣ ତୁଷାରପାତ, ୧୭୬ ସଡ଼କ ବନ୍ଦ

ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଗତ କିଛିଦିନ ଧରି ଭୀଷଣ ତୁଷାରପାତ ଜାରି ରହିଛି । ଫଳରେ ରାଜ୍ୟର ୪ଟି ଜାତୀୟ ରାଜପଥ ସହିତ ୧୭୬ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪୭୦ ବିଦ୍ୟୁତ୍ ଏବଂ ୧୦ ପାଣି ଯୋଗାଣ ପ୍ଲାଣ୍ଟ୍ ମଧ୍ୟ ବନ୍ଦ

ମାନବ ଶରୀରକୁ ନେଇ ତିଆରି କରାଯିବ ଖତ

ମଣିଷ ଆସିଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ବୈଜ୍ଞାନିକମାନେ ଆଉ ଏକ ଉଦ୍ଭାବନ କରିଛନ୍ତି । ମାନବ ଶବରେ ତିଆରି କରାଯାଇପାରିବ ଶଢା ଖତ ।କବର ଦେବା କିମ୍ବା ଶରୀରକୁ ପୋଡିବା ଅପେକ୍ଷା ଶବଟି ମାଟିରେ ମିଶି ଖତରେ ପରିଣତ ହୋଇଯିବା ପରିବେଶ ପାିଁ ବେଶ୍ ଲାଭଦାୟକ ବୋଲି ଆଇନରେ

ଏହି ବ୍ୟକ୍ତି  ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ

ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି । ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି

ରାଉରକେଲାରେ ଗଡ଼ିବ ବନ୍ଦେଭାରତ ଏକ୍ସପ୍ରେସ୍‌

ଉତ୍କଳ ଦିବସଠାରୁ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ ଗଡ଼ିବ ବୋଲି କୁହାଯାଉଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ହାୱଡ଼ା-ପୁରୀ ମଧ୍ୟରେ ଚାଲିବ। ସମ୍ଭବତଃ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ବାହାରି ଖଡ଼ଗପୁର-ବାଲେଶ୍ବର-ଭଦ୍ରକ-ଯାଜପୁର-କଟକ-ଭୁବନେଶ୍ବର ଦେଇ ପୁରୀରେ