ଅପଦସ୍ତ ହେବା ସତ୍ତ୍ବେ ବି ମାନୁନାହାନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ।
ସରିଫ୍ ଗୁରୁବାର କହିଛନ୍ତି ଯେ ସେ ଭୂକମ୍ପ ବିଧ୍ବସ୍ତ ତୁର୍କୀ ଅଭିମୁଖେ ଯାତ୍ରା କରିବେ ।
ଟ୍ୱିଟ୍ କରି ସରିଫ୍ କହିଛନ୍ତି, ସେ ଅତୁଟ ଏକତାର ବାର୍ତ୍ତା ନେଇ ତୁର୍କୀ ଅଭିମୁଖେ ଯାଉଛନ୍ତି। ପାକିସ୍ତାନ ଜନତା ଓ ସରକାରଙ୍କ ତରଫରୁ ତୁର୍କୀ ଭାଇ ଭଉଣୀମାନଙ୍କ ପ୍ରତି ଅତୁଟ ସମର୍ଥନ ଓ!-->!-->!-->…
