ତ୍ରିପୁରାରେ ୮୧% ମତଦାନ
ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ପାଇଁ ଗୁରୁବାର ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ୮୧ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି । କାଁ ଭାଁ ଗଣ୍ଡଗୋଳକୁ ବାଦଦେଲେ ଏହି ପ୍ରକ୍ରିୟା ଆପାତତଃ ଶାନ୍ତିପୂର୍ଣ୍ଣ ରହିଥିବା କୁହାଯାଇଛି । ରାଜ୍ୟର ମୋଟ ୩୩୩୭!-->…
