ପୁଣି ଚିଲିକା ମଝିରେ ଫସିଲା ଭସା ପୋଲ
ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭସା ପୋଲ ମଝି ଚିଲିକାରେ ଅଟକି ରହିଛି । ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀବାହୀ ଭସା ପୋଲ ଫସି ରହିଛି । ଏହା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ଯାଇଛି । ଭସା ପୋଲରେ ୨ଟି ବସ୍ ସମେତ ୧୦ଟି!-->…
