Odia News Portal

ମନେ ପଡ଼ନ୍ତି ବୀର ଯବାନ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ପୁରିଛି ୪ ବର୍ଷ । ସାରା ଦେଶ ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ୧୪ ଫେବୃଆରୀ ୨୦୧୯ । ମନରୁ ଲିଭିନି ସେଇ କରାଳ କାଳିମାର ଦିନ । ପ୍ରତିବର୍ଷ ଭଳି ସେଦିନ ବି…

ଗୋପାଳ ମାନିଲା ସତ କାହିଁକି ମାରିଥିଲା ନବ ଙ୍କୁ

ନାର୍କୋ ଟେଷ୍ଟ ପରେ ନବ ଦାସ ଙ୍କ ହତ୍ୟା ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠିବାରେ ଲାଗିଛି । ଗୋପାଳ ଗୋଟି ଗୋଟି କରି ସତ କ୍ରାଇମ ବ୍ରାଞ୍ଚ ଆଗରେ କହିଛି । ଗୋପାଳ କାହିଁକି ରାଗି ଥିଲା ରାଗିବାର କାରଣ କଣ ଥିଲା । ସବୁ କଥା ସେ କ୍ରାଇମ ବ୍ରାଞ୍ଚ ଆଗରେ କହିଛି । ନାର୍କୋ ଟେଷ୍ଟ ଗୋପାଳ କୁ…

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଆଜିଠାରୁ ଦୁଇ ଦିନିଆ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା । ଭବିଷ୍ୟତ ରୋଡ୍‌ ମ୍ୟାପ୍‌ କଣ ରହିବ । ଏକାଠି ହେବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ପ୍ରଶାସନକୁ ସକ୍ରିୟ, ସ୍ୱଚ୍ଛ,…

ଜମ୍ମୁ-କଶ୍ମୀରରେ ବୁଲ୍‌ଡୋଜର୍ ଆକ୍ସନ୍‌କୁ ନେଇ ରାହୁଲଙ୍କ ବିଜେପିକୁ ଟାର୍ଗେଟ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରରେ ଜାରି ଅତିକ୍ରମଣ ବିରୋଧୀ ଅଭିଯାନକୁ ନେଇ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି, କେନ୍ଦ୍ରଶାସିତ ପ୍ରଦେଶ ରୋଜଗାର, ଉନ୍ନତ ବ୍ୟବସାୟ ଏବଂ ଭଲପାଇବା ଚାହୁଁଥିବା ବେଳେ ଏହା ପରିବର୍ତ୍ତେ ତାକୁ ‘ବିଜେପିର…

ଗୋପାଳ ଦାସ ବାବଦରେ ସାମ୍ନା କୁ ଆସିଛି ନୂଆ ତଥ୍ୟ: ଗୋପାଳ ସାର୍ପ ସୁଟର

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଯାଇଥିଲା ଗୋପାଳ ।…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଦୁଇ ଶିଶୁ ମୃତ

ନୋଏଡା ସେକ୍ଟର-୮ର ଜେଜେ କଲୋନୀରେ ଥିବା ଏକ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ିହୋଇ ନବଜାତକ ସମେତ ଦୁଇଜଣ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ସୂଚନା ମିଳିବା ମାତ୍ରେ ଫାୟାର୍ ବ୍ରିଗେଡ୍ ଏବଂ ପୁଲିସ୍ ଟିମ୍…

ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ୧୪ରୁ ଅଧିକ ଲୋକାଭିମୁଖୀ ପ୍ରଶାସନ ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଦିନକ ପରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦାନକରିବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ପ୍ରେଜେଣ୍ଟେସନ ରଖିବେ । ପ୍ରଶାସନକୁ ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ…

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି । ମାର୍ଚ୍ଚ ୧…

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କରିବା ପରେ…

ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ

ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି ‌‌। ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ ଏପରି…