Odia News Portal

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଚହିତେଦାର ସେଲିବ୍ରିଟିଙ୍କ ଶିକ୍ଷାଗତ ଯୋଗ୍ୟତା?

ବଲିଉଡର କ୍ୟୁଟ କପଲ କୁହାଯାଉଥିବା କିଆରା ଅଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଫାଇନାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁଇଜଣ ଅଗ୍ନିକୁ ସାକ୍ଷୀ ରଖି ୭ ଫେବୃୟାରୀ ରେ ରାଜସ୍ଥାନ ସ୍ଥିତ ଜୟସାଲମେରର ସୂର୍ଯ୍ୟଗଡ ପ୍ୟାଲେସଠାରେ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି । ହେଲେ ଆପଣ…

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନ

ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍ ଗଶେଶ୍ୱର ପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାମକୁ ଭିତ୍ତି କରି ପାଟପୁର ଥାନା ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାସ(୬୦)ଙ୍କୁ ଜଜ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

କାହିଁକି ଚାହୁନି ଆମେରିକା ଚିନ୍ ସହ ବିବାଦ?

ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା…

ତୁର୍କୀରେ ଫସି ରହିଛନ୍ତି ୧୦ ଭାରତୀୟ ,ଜଣେ ନିଖୋଜ

ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ଏପର୍ୟ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଉଭୟ ଦେଶରେ ଭାରତର ଉଦ୍ଧାରକାରୀ ଦଳ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସହାୟତା କରୁଛି । ତେବେ ତୁର୍କୀରେ ୧୦ ଜଣ ଭାରତୀୟ ଫସି ରହିଛନ୍ତି ଓ ଜଣେ ଭାରତୀୟ ନାଗରିକ ନିଖୋଜ ଅଛନ୍ତି ।…

ବୁଡିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ବ୍ରାହ୍ମଣୀରେ ବୁଡିଲା ଡଙ୍ଗା , ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ । ଆଳି ଏକମାଣିଆରୁ ରାଜନଗର କେରଡାଗଡ ଯିବା ବେଳେ ଡଙ୍ଗାଟି ବୁଡିଥିବାର ସୂଚନା । କେରଡାଘାଟ କୂଳରେ ଡଙ୍ଗାରୁ ଓହ୍ଲାଇବା ବେଳେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡିଥିଲେ ବି ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର…

ଭାରତ ଉପରେ ସାରା ବିଶ୍ୱର ନଜର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି କହିଲେ ପ୍ରଧାନମନ୍ତ୍ରୀ । ମହାମାରୀର ସଫଳ ମୁକାବିଲା ସାରା ବିଶ୍ୱର ନଜର ବଦଳାଇ ଦେଇଛି । ବିଶ୍ୱର ସର୍ବବୃହତ୍ତ ଟିକା ଅଭିଯାନ ଭାରତ ସଫଳତାର ସହ କରିଛି । ସାରା…

କଟକରେ ଲଜ୍ଜା: ୫୫ବର୍ଷୀୟ ମହିଳାଙ୍କ ସହ ଗଣ ଦୁଷ୍କର୍ମ ପରେ ହତ୍ୟା

ଜଗତପୁର ଟ୍ରକ ଟର୍ମିନାଲରେ ହତ୍ୟାକାଣ୍ଡ। ଟ୍ରକ ଟର୍ମିନାଲର ଏକ ପରିତ୍ୟକ୍ତ ଘରେ ଜଣେ ୫୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଅଜଣା ଦୃବୁର୍ତ୍ତ। ଘଟଣା ସ୍ଥଳର ପରିପାର୍ଶ୍ୱିକ ସ୍ଥିତି ଓ ପତ୍ନୀଙ୍କ ମୃତ ଦେହକୁ ଦେଖି ଏହି ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ । …

ତୁର୍କୀ-ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୮୭୦୦କୁ ବୃଦ୍ଧି

ତୁର୍କୀ ଏବଂ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ଦୁଇ ଦେଶରେ ଏଯାବତ୍ ୮୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି | ତୁର୍କୀର ବିପର୍ଯ୍ୟୟ…

ପିଣ୍ଟୁ ନନ୍ଦଙ୍କୁ ଲିଭର୍ ଡୋନେଟ୍ କରିବେ ଭଉଣୀ

ଦୁନିଆ ସାଥ ଛାଡ଼ି ଦେଲେ ବି ଯଦି ଆପଣଙ୍କ ସାଥୀରେ ଆପଣଙ୍କ ପରିବାର ଅଛି ତେବେ ଆପଣ ସବୁ ସମସ୍ୟାର ସାମ୍ନା କରିବ, ଏମିତି କିଛି ଦେଖିବାକୁ ମିଳୁଛି । କଥାଟି ହେଲା ଯେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ଓଲିଉଡ ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସଂଧ୍ୟା ୬ରୁ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…