Odia News Portal

ଦୀର୍ଘ ସମୟ ବସି ରହିଲେ ଦୁର୍ବଳ ହେବ ସ୍ମରଣଶକ୍ତି

ଅଫିସରେ କାମ କରିବା ବେଳେ ଦୀର୍ଘ ସମୟ ଧରି ବସିରହିବା ଏକ ସାଧାରଣ ତଥା ନିତିଦିନିଆ ଘଟଣା । ଅଫିସ ଭିତରେ ହେଉ କିମ୍ବା କୌଣସି ବାହାର ସ୍ଥାନରେ ଗତିହୀନ ଭାବେ କ୍ରମାଗତ ୮ ଘଣ୍ଟା ବସିରହି କାମ କରିବାକୁ ପଡ଼େ । ଲମ୍ବା ସମୟ ପର‌୍ୟ୍ୟନ୍ତ ବସିରହିବାର ପ୍ରଭାବ ଏବେ ଲୋକଙ୍କ ସ୍ମରଣଶକ୍ତି ଉପରେ

ରାସ୍ତା ମଝିରେ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା ସ୍ୱାମୀ

ତାମିଲନାଡୁର ବିଲ୍ଲୋରରୁ ଆସିଛି ଏକ ଦୁଃଖଦାୟକ ଏବଂ ଛାତିଥରା ଘଟଣା । ରାସ୍ତା ମଝିରେ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ଜାଣିବାକୁ ମିଳିଛି । ତେବେ ରାସ୍ତା ଯାତାୟତ କରୁଥିବା ଲୋକ ଏବଂ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଏହା ଦେଖୁଥିଲେ ମଧ୍ୟ ଏହାକୁ ପ୍ରତିବାଦ କରି

ଆଜିଠୁ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ରାଜଧାନୀ ଭୁବନେଶ୍ୱର ଓ କଟକରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି (କ୍ରୁଟ)।ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨

୧ କୋଟି ନୁହେଁ ୧୦ ଲକ୍ଷ ଟଙ୍କା ଦେଇଛି:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନିଶିଙ୍ଗଣାପୁରରେ ଥିବା ଶନିଦେବଙ୍କ ମନ୍ଦିରରେ ସୁନାକଳସ ଦାନ କରିବା ନେଇ ଜୋରଦାର ଚର୍ଚ୍ଚା ଭିତରେ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ତେବେ, ଏହି ସୁନାକଳସ ପାଇଁ

୨୯ ତାରିଖରୁ ଓଡ଼ିଶାରେ ବଦଳିବ ପାଗ

ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ଉପକୂଳକୁ ସାମୁଦ୍ରିକ ପବନ ବହିବ । ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ଼. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି

ମୋ ବସ୍ ରେ ସୁନାଗହଣା ଲୁଟ୍

ସୋମବାର ପୁଣି ମୋ ବସରେ ଲୁଟର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ନାଗରିକ । ତାଙ୍କଠାରୁ ୧୩ ଗ୍ରାମର ସୁନା ହାର ନେଇଯାଇଛନ୍ତି ଲୁଟେରା । ଲୁଟର ଶିକାର ହୋଇଛନ୍ତି ବାଳକାଟି ବୁଧିପଡ଼ା ଗ୍ରାମର ପ୍ରତିମା ପତି । ନାତି ବ୍ରତୋପନୟନରେ ଯୋଗଦେବାକୁ ପ୍ରତିମା ଓ ସ୍ୱାମୀ ହରିହର ଦୁହେଁ ଭୁବନେଶ୍ୱର

ରାଜ୍ୟସ୍ତରୀୟ ପରେଡ଼ ପାଇଁ ଗାନ୍ଧିମାର୍ଗରେ ଚାଲିଛି ରିହର୍ସଲ

ଆଉ ଦିନକ ପରେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଏଯାଏ ପ୍ରସ୍ତୁତି । ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ଫୁଲଡ୍ରେସ ରିହର୍ସଲ । ପୋଲିସ ଡିଜିଙ୍କ ଉପସ୍ଥିତିରେ ଚାଲିଛି ପରେଡ୍‌। କୋଭିଡର ୨ ବର୍ଷ ପରେ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ହେଉଛି

କୋର୍ଟରେ ହାଜର ହେବେ ନାଗ ଦମ୍ପତି

ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ED ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା। ଅର୍ଚ୍ଚନା,

ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ

ଗତ ୨୦ ତାରିଖରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବା ବେଳେ ଭିତର କାଠରେ ଦର୍ଶନ କରିବା ପାଇଁ ୮ ରୁ ୧୦ ଜଣ ଙ୍କ ଭକ୍ତ ଠାରୁ ମୋଟା ଅଙ୍କ ଅର୍ଥ ନେଇ ଦର୍ଶନ କରିବାକୁ ଛାଡି ଦେଇଥିଲେ । ଏହି ଘଟଣା କୁ ସେବାୟତ ମାନେ ବିରୋଧ କରିଛନ୍ତି । ଏ ନେଇ ସିଂହଦ୍ୱାର ଥାନାରେ ସୁଆର ମହାସୁଆର ନିଯୋଗ

ସୁଟକେଶରେ ମୃତଦେହ ମିଳିବା ଘଟଣାରେ ସ୍ତ୍ରୀଙ୍କ ସମେତ ୩ ଗିରଫ

ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ତିନି ଅଭିଯୁକ୍ତ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଅନ୍ୟ ଜଣେ। ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ