Odia News Portal

ରାଜ୍ୟ ଗାନ୍ଧୀ ନେହେରୁଙ୍କ ଉପନାମ ନେବାରେ କାହିଁକି ଲଜ୍ଜିତ? ରାଜ୍ୟ ସଭାରେ ମୋଦିଙ୍କ ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହିନ୍ଦେନବର୍ଗ ରିସର୍ଚ୍ଚ ଦ୍ୱାରା ଉଠାଯାଉଥିବା ଆଦାନୀ ଗୋଷ୍ଠୀ ବିରୋଧରେ ହୋଇଥିବା ଅଭିଯୋଗର ମିଳିତ ସଂସଦୀୟ କମିଟି (ଜେପିସି) ଯାଞ୍ଚ ପାଇଁ ବିରୋଧ କରୁଥିବାବେଳେ ବିରୋଧୀ ଦଳ ଉପରେ ଏକ ପ୍ରଶ୍ନର ଆକ୍ରମଣ କରିଥିଲେ।ରାଷ୍ଟ୍ରପତିଙ୍କ ସମ୍ବୋଧନରେ…

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ

ଏସଟିଏଫ କବଜାରେ ବ୍ରାଉନସୁଗର ବେପାରୀ | ଆସାମ ପୁଲିସ ସହାୟତାରେ ଗୌହାଟୀରୁ ଏହି ବେପାରୀକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଅଭିଯୁକ୍ତର ନାଁ ସଲିମ ଅହମ୍ମଦ ହୋଇଥିବାବେଳେ ସେ ଆସାମର ଗୌହାଟୀରେ ରହୁଥିଲା | ଅଭିଯୁକ୍ତଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି |…

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ, ଚିତ୍ରା ରାମକୃଷ୍ଣଙ୍କୁ ଜାମିନ ପ୍ରଦାନ କରିଛନ୍ତି

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ତଥା କାର୍ୟ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମିଳାଲା ଜାମିନ। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଚିତ୍ରାଙ୍କ ଦିଲ୍ଲୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଏନ୍ଏସ୍ଇ କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ମାମଲାରେ…

ମନ ଖୋଲି ହସିଲେ ଗୋପାଳ ଦାସ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଅଜବ କାରନାମା। ଅଭିଯୁକ୍ତ ଗୋପାଳ ଦାସଙ୍କ ଆଚରଣକୁ ନେଇ ଚର୍ଚ୍ଚା। ନିଜ ଖବର ପଢ଼ି ହସିଲେ ଗୋପାଳ ଦାସ। ଝାରସୁଗୁଡ଼ା ବିମାନ ବନ୍ଦରରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ। ନ୍ୟୁଜ ୧୮ କ୍ୟାମେରାରେ କଏଦ ହୋଇଛି ଏହି EXCLUSIVE ଭିଜୁଆଲ। ଭଲ କରି ଦେଖନ୍ତୁ,…

ସୁପରଷ୍ଟାର ଶ୍ରୀଦେବୀଙ୍କ ଅଫିସିଆଲ୍ ଜୀବନୀ ପ୍ରକାଶ କରିବ ୱେଷ୍ଟଲ୍ୟାଣ୍ଡ ବୁକ୍

ଲାଇଫ୍ ଅଫ୍ କିମ୍ବଦନ୍ତୀ, ଏହି ପୁସ୍ତକ ଅଭିନେତ୍ରୀଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ଆଙ୍କିଛି, ଯିଏ କି ୮୦ ଦଶକ ଏବଂ ୯୦ ଦଶକରେ ସିନେମା ଜଗତର ହାଓା୍ୱ ହାଓା୍ୱଇ ଗର୍ଲ ଭାବେ ସାରା ଭାରତର ହୃଦୟରେ ରାଜ କରିଥିଲେ । ଏହା ଡେବ୍ୟୁଟାଣ୍ଟ ଲେଖକ ଧୀରଜ କୁମାରଙ୍କ ଦ୍ୱାରା ଲିଖିତ ଏବଂ ଚଳିତ ବର୍ଷ…

ଟ୍ୱିଟରର ନୂଆ ନିୟମ : ୟୁଜର୍ସ ଦେବେ ସର୍ଭିସ ଚାର୍ଜ

ଏଣିକି ଟ୍ୱିଟର ପାଇଁ ଗଣିବାକୁ ପଡ଼ିବ ଟଙ୍କା। ଟ୍ୱିଟରର ବ୍ଲୁ -ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍ରୁ ଖର୍ଚ୍ଚ କରିବେ। ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା'ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁ ଟିକ୍ ପାଇଥିବା ୟୁଜର୍ସଙ୍କୁ…

ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡା ସରବାହାଲଠାରେ ଚାଲିଥିବା ସ୍ମୃତିସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସ୍ତ୍ରୀ, ପୁଅ, ଝିଅଙ୍କ ସହ କଥା ହୋଇ…

ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲା ଖାରଜ

ନବ ଦାସ ହତ୍ୟା ମାମଲା ଘଟଣାର ସିବିଆଇ ତଦନ୍ତ ଦାବି ନେଇ ମାମଲା ପ୍ରସଙ୍ଗ ଖାରଜ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ । ଠୁ ୟର୍ଲି ବୋଲି ମନ୍ତବ୍ୟ ଦେଇ ଆବେଦନ ଖାରଜ କଲେ ହାଇକୋର୍ଟ ।

ଦରଦାମର ନିୟନ୍ତ୍ରଣ ପାଇଁ ୬.୫% କୁ ବୃଦ୍ଧି ହେଲା ସୁଧହାର

ଆହୁରି ବଢିଲା ରେପୋରେଟ । ଲଗାତାର ଷଷ୍ଠ ଥର ପାଇଁ ବଢିଲା ରେପୋରେଟ । ତେବେ ଏ ରେପୋରେଟ କଣ, କାହିଁକି ଏ ଲଗାତାର ବଢି ଚାଲିଛି ସାଧାରଣ ଜନତାଙ୍କ ମନରେ ଏ ପ୍ରଶ୍ନ ତ ନିହାତି ଉଙ୍କି ମାରୁଥିବ । ତେବେ ଏନେଇ ଆପାଣ ନିହାତି ଶୁଣିଥିବେ ଯେ ଆରବିଆଇ ତାର ରେପୋରେଟ ବଢାଇ ଦେଇଛି କି ଘଟାଇ ଦେଇଛି,…

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ । ପିଠାବଟା ରେଞ୍ଜ୍ ର ଗୋପୀନାଥପୁର ବିଟ୍ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ବେଳେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପର ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସକାଳେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ବନ ବିଭାଗ ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।…