ଆଜି ହାତକୁ ଦୁଇ ହାତ ହେବେ ଷ୍ଟାର କପଲ କେ.ଏଲ ରାହୁଲ ଓ ଆଥିୟା ସେଟ୍ଟୀ
ଆଜି ବହୁଚର୍ଚ୍ଚିତ ଯୋଡି କ୍ରିକେଟର କେ.ଏଲ ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବିବାହ। ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି। ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ବିବାହ!-->…
