Odia News Portal

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ । ଆଜି ଦିନ ୧୧ଟା ୧୫ ମିନିଟରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବିଭିନ୍ନ ବିଭାଗର ୧୩ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି।

ହ୍ୟୁମାନ୍‌ ସାଗରଙ୍କ ମା’ କହିଲେ ଆମେ ବୁଝାମଣା ପାଇଁ ରାଜି ଅଛୁ

ଷ୍ଟାର କପଲ ହ୍ୟୁମାନ୍‌ ସାଗର-ଶ୍ରୀୟା ବିବାଦରେ କମ୍ପ୍ରମାଇଜ୍‌ କରିବାକୁ ଆମେ ପ୍ରସ୍ତୁତ। ପୁଅ ଓ ବୋହୂ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ । ସେହିପରି ଶ୍ରୀୟା ଓ ଝିଅକୁ ବହୁତ ମିସ କରୁଛି । ସବୁ ଧର୍ମକୁ ସମ୍ମାନ ଦେଉ ବୋଲି କହିଛନ୍ତି ହ୍ୟୁମାନ୍‌ ସାଗର । ମିଛ

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ

ଧର୍ମ ଗ୍ରନ୍ଥରେ ଯମରାଜଙ୍କୁ ନ୍ୟାୟର ଦେବତା କୁହାଯାଏ। ମୃତ୍ୟୁ ପରେ, ଯମରାଜ ସମସ୍ତ ପ୍ରାଣୀଙ୍କର ଭଲ-ଖରାପ କାର୍ଯ୍ୟର ହିସାବ କରନ୍ତି। ଆମ ଦେଶରେ ଯମରାଜଙ୍କର ଅନେକ ମନ୍ଦିର ଅଛି, ସେଥିମଧ୍ୟରୁ କେତେକ ଅତି ପ୍ରାଚୀନ ଏବଂ ଅନେକ ବିଶ୍ୱାସ ମଧ୍ୟ ତାହା ସହିତ ଜଡିତ। ଏହିପରି ଗୋଟିଏ ମନ୍ଦିର

ବିହାରରେ ଜାତି ଭିତ୍ତିକ ଜନଗଣନା ବିରୋଧରେ ପିଟିସନ୍ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ବିହାରରେ ଜାତି ଭିତ୍ତିକ ଜନଗଣନା ବିରୋଧରେ ଦାଖଲ ହୋଇଥିବା ପିଟିସନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆବେଦନଗୁଡିକ କେବଳ ପବ୍ଲିସିଟି ଷ୍ଟଣ୍ଟ ଛଡ଼ା ଆଉ କିଛି ନୁହେଁ। ଏହି ମାମଲାରେ ଆବେଦନକାରୀମାନେ ପାଟନା ହାଇକୋର୍ଟଙ୍କ ନିକଟକୁ କାହିଁକି ଗଲେ

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା: ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା, ପାଇଲଟଙ୍କ ଲାଇସେନ୍ସ ରଦ୍ଦ

ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ନିୟମ ଉଲ୍ଲଂଘନ କରିଥିବାରୁ ଏୟାର ଇଣ୍ଡିଆ ବିରୋଧରେ ଡିଜିସିଏ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହାଛଡ଼ା ଡିଜିସିଏ ସଂପୃକ୍ତ

୪୦ ଲକ୍ଷର ବ୍ରାଉନ ସୁଗାର ଜବତ

ରାଜ୍ୟରେ ବ୍ରାଉନସୁଗାର କାରଗାର ବଢ଼ିବାରେ ଲାଗିଛି । ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବ୍ରାଉନ ସୁଗାର ଏକ ଫ୍ୟାସନ ପାଲଟି ଗଲାଣି। ଏହାରି ମଧ୍ୟରେ ଆଜି ପୁଣି ଥରେ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦ୍ୱାରା ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ରାଜ୍ୟର ୩୬ ବ୍ଲକରେ ନୂଆ ବିଡିଓ ନିଯୁକ୍ତ

୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି ସହ ମୋଟ ୧୬୯ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବଦଳି କରିଥିବାବେଳେ ପଂଚାୟତିରାଜ ବିଭାଗ ଦ୍ୱାରା ୩୬ଟି ବ୍ଲକରେ ଆଜି ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ବିଡିଓ ଭାବେ କାର୍ଯ୍ୟରତ ୧୬ଜଣ ଓଏଏସ୍ ଅଫିସରଙ୍କୁ

ଯାଜପୁରରେ ଆନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଅଗ୍ରଗାମୀ କାରିଗର, ସଂସ୍କୃତି ଏବଂ କଳା ଉତ୍ସାହୀଙ୍କ ଏକ ମିଳନକୁ ନେଇ ଏହାର ପ୍ରଥମ ଶିଳ୍ପ ସମ୍ମିଳନୀରେ ଏହା ପ୍ରଥମ । ୧୫ ଟି ଦେଶର ଆନ୍ତର୍ଜାତୀୟ ପ୍ରତିନିଧିମାନେ ସ୍ଥାନୀୟ କାରିଗର ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ଜଡିତ ହେବା ପାଇଁ ଯାଜପୁରରେ ପହଞ୍ଚିଛନ୍ତି । ଜାତିସଂଘର ଚାରିଟି ଏଜେନ୍ସି

ଇଡିରେ ତାଳଚେର ବିଧାୟକ

ଇଡିରେ ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ମନି ଲଣ୍ଡରିଂ ମାମଲାରେ ହାଜର ହୋଇଥିବା ସୂଚନା । ଖଣି କାରବାର ମାମଲାରେ ଇଡି ସମନ କରିଥିବା ଖବର ସାମ୍ନାକୁ ଆସିଛି ।

୯ଟି ବୃହତ ପ୍ରକଳ୍ପକୁ ମିଳିଲା ହାଇଲେଭଲ କ୍ଳିୟରାନସ

ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭ ହଜାର ୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାଇଲେଭଲ