ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତରେ ତିଆରି ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା
ଭାରତ ବାୟୋଟେକ୍ ଦ୍ବାରା ବିକଶିତ ବିଶ୍ବର ପ୍ରଥମ ଇଣ୍ଟ୍ରାନାଜାଲ୍ କୋଭିଡ୍-୧୯ ଟିକା ‘ଇନକୋଭାକ୍’କୁ ଜାନୁୟାରୀ ୨୬ରେ ଲଞ୍ଚ୍ କରାଯିବ । କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଇଲା ଏହି ସୂଚନା ଦେଇଛନ୍ତି।
ଭୋପାଳରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସାଇନ୍ସ!-->!-->!-->…
