ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥ ଯାତ୍ରା ଟ୍ରେନ୍ ଆରମ୍ଭ
ଦୁଇ ବର୍ଷ ପରେ ପୁଣି ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥ ଯାତ୍ରା ଟ୍ରେନ୍। ଆଜି ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି। ଏହି ଯାତ୍ରୀମାନଙ୍କ ପାଇଁ ପ୍ରତି କୋଚ୍ରେ!-->…
