ଆଗକୁ ନୂଆବର୍ଷ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ
ରାଜ୍ୟରେ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ୍-୭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢ଼ିଛି । ଆଗୁଆ ସତର୍କ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆଜିଠୁ ସମସ୍ତ ହସ୍ପିଟାଲରେ ମକଡ୍ରିଲ ଆରମ୍ଭ ହୋଇଛି । ଷ୍ଟାଫ୍ କେତେ ଅଛନ୍ତି, ମେଡିକାଲରେ ବେଡ଼!-->…
