ଏହି ରାଜ୍ୟର ୭ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ
ବଢ଼ୁଥିବା ଥଣ୍ଡା ପାଇଁ ବର୍ତ୍ତମାନ ପିଲାମାନଙ୍କ ସ୍କୁଲ ଯିବା କଷ୍ଟକର ହେଇ ଯାଇଛି। ଏହି କାରଣରୁ, ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପର୍ଯ୍ୟାୟରେ, ୟୁପିର ୭ ଟି ଜିଲ୍ଲାର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ପରିସ୍ଥିତିରେ,!-->…
