ବିଜେଡିର ୨୫ ବର୍ଷ ପୂରଣ ଅବସରରେ ନବୀନଙ୍କ ବାର୍ତ୍ତା
ବିଜୁ ଜନତା ଦଳ- ବିଜେଡି ଆଜି ୨୫ ବର୍ଷ ପୂରଣ କରିବା ଅବସରରେ ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ!-->…
