Odia News Portal

ହକି ବିଶ୍ୱକପ ଟ୍ରଫିର ଆଜିଠୁ ଓଡ଼ିଶା ପରିକ୍ରମା

ବିଭିନ୍ନ ରାଜ୍ୟ ବୁଲିବା ପରେ ଆଜିଠାରୁ ଓଡ଼ିଶା ପରିକ୍ରମା କରିବ ହକି ବିଶ୍ବକପ୍‌ ଟ୍ରଫି। ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ଆଜି ଟ୍ରଫି ଭୁବନେଶ୍ବର ବୁଲିବ। ବିଶ୍ୱକପ ଟ୍ରଫିକୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ- ବିଏମ୍‌ସି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି । ଆଜି ଦିନ

ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ଅଭିନେତା ଶିଜାନ ଖାନ ଗିରଫ

ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଭାଲିଭ ପୋଲିସ ତାଙ୍କ ସହଅଭିନେତା ଶିଜାନ ଖାନଙ୍କୁ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ ଶେଜାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ମୁମ୍ବାଇରେ ଏକ ଟିଭି ସିରିଏଲର

ବଡଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଅବସରରେ ପୁରା ଦେଶବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପରସ୍ପରକୁ କେକ ଖୁଆଇ ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ଐକ୍ୟର ବାର୍ତ୍ତା ବାଣ୍ଟୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ

ପୁଣି କୋରୋନା ଚିନ୍ତା : ମାସ୍କ ପିନ୍ଧିବା, ହାତ ଧୋଇବାକୁ ସ୍ୱାସ୍ଥ୍ୟ ସଚିବ ଦେଲେ ପରାମର୍ଶ

ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ,

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଉତ୍ତର ସିକ୍କିମରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୬ ଯବାନ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଉତ୍ତର ସିକ୍କିମର ଜେମା ଠାରେ ଏହି ଦୁର୍ଘଟଣା ଘଟିଛି । ସେନାର ସୂଚନା

ସର୍ଗିଫୁଲ ଉଦ୍ ଯାପିତ, ଓଡିଶା ର ପିଲା ମାନେ କାହା ଠାରୁ କମ୍ ନୁହଁ:ମୁଖ୍ୟମନ୍ତ୍ରୀ

ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି – ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ୨୦୨୩ ଡିସେମ୍ବର ସୁଦ୍ଧା ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କ ପାଇଁ ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ଭୁବନେଶ୍ୱର

ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼ିବାକୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଉଦ୍‌ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। SCST ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ

କାଲିଠୁ ବିଏମସିର ଉଚ୍ଛେଦ ବନ୍ଦ

ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମସି । କାଲିଠୁ ଉଚ୍ଛେଦ ହେବନତ କହିଲେ ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର । ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଥଇଥାନ ନେଇ ମଧ୍ୟ ନିଷ୍ପତ୍ତି

‘ଭାରତ ବାୟୋଟେକ୍’ର ନାଜାଲ୍ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି

ଭାରତ ବାୟୋଟେକର ‘ଇଣ୍ଟ୍ରାନାଜାଲ କୋଭିଡ’ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର’ ଡୋଜ୍ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ପାଇଁ କୌଣସି ସିରିଞ୍ଜ୍ ବ୍ୟବହାର

ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ

ଗୋବିନ୍ଦ ସାହୁ ମୃତ୍ୟୁରେ ମିଳିଥିବା ଏନ୍‌ଭଲପ୍ ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା । ଗୋବିନ୍ଦଙ୍କ ଜ୍ୟାକେଟରେ ଭିତର ପଟୁ ମିଳିଥିଲା ମାଟିଆ ରଙ୍ଗର ଏନ୍‌ଭଲପ୍ । ଏନ୍‌ଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଇଥିଲା । ଏନ୍‌ଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା