କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା
କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା । ଏନେଇ ସ୍ପଷ୍ଟ ଭାବେ ସଙ୍କେତ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “କେନ୍ଦ୍ର ସରକାରଙ୍କ!-->…
