୪ ର୍ଥ ଦିନରେ ତାଲାବନ୍ଦ ଆନ୍ଦୋଳନ, କୁମ୍ଭ କର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରାଗୁଡ଼ା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଶୁକ୍ରବାର ୪ର୍ଥ ଦିନରେ ପହଂଚିଛି । ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଠପ୍ ହୋଇ ପଡ଼ିଛି। ଆନ୍ଦୋଳନ କୁ ଚତୁର୍ଥ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି!-->…
