Odia News Portal

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ନିଷ୍ପତ୍ତିକୁ ବିଜେଡିର ସମାଲୋଚନା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଓ ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି…

ରାଜ୍ୟରେ ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ ଭୋଟର

ରାଜ୍ୟର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶ ପାଇଛି। ଜାନୁଆରୀ ୧କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ରାଜ୍ୟର ୫୮ଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲା ନିର୍ବାଚନ ଅଧିକାରୀ, ରାଜ୍ୟର ସବୁ ବୁଥ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…

ବିନାଛୁଟିରେ ସ୍କୁଲ ଯାଉନଥିବା ୨୪ ଶିକ୍ଷକ ଚାକିରିରୁ ବିଦା

ମାଲକାନଗିରି ଜିଲ୍ଲା ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା ହୋଇଛନ୍ତି । ଗତ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ…

ଅର୍ଚ୍ଚନା ନାଗ ଆଲିସାନ କୋଠାର ମାପ ନେଉଛି ଇଡି

ଅର୍ଚ୍ଚନା ନାଗ ଉପରେ ଇଡିର ଆଉ ଏକ ପ୍ରହାର । ଆଲିସାନ କୋଠା ଉପରେ ପଡିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର । ଇଞ୍ଚ ଇଞ୍ଚ କରି ମାପଚୁପ ନେଉଛନ୍ତି ଇଡିର ଅଧିକାରୀ । ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ରେ ଥିବା ଆଲିସାନ କୋଠାର ଚାଲିଛି ମାପଚୁପ । ଇଡିର ସ୍ୱତନ୍ତ୍ର ଟିମ୍ ଏହାର ତଦାରଖ…

ଡାକ୍ତର ସ୍ୱାମୀଙ୍କ ବିରୋଧରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

ମହାରାଷ୍ଟ୍ର ଧର୍ମପୁରୀରେ ପତ୍ନୀଙ୍କୁ ଅସ୍ୱାଭାବିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରି ଡାକ୍ତର ସ୍ୱାମୀ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ମହିଳା ନିଜ ଡାକ୍ତର ସ୍ୱାମୀଙ୍କ ବିରୋଧରେ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।…

ଦ୍ୱିତୀୟ ଟି-୨୦: ଶ୍ରୀଲଙ୍କାଠାରୁ ହାରିଲା ଭାରତ

ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଶ୍ରୀଲଙ୍କ ଆଜି ଭାରତକୁ ହରାଇ ମ୍ୟାଚ ବରାବର କରିଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୦୭ ରନର ଟାର୍ଗେଟ ଦେଇଥିଲା । ଭାରତ…

ବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ କୋଟିଏ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଉରକେଲାରେ…

ରାଉରକେଲାରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ଷ୍ଟାଡିୟମ; ୧୩ରୁ ହକି ମହାକୁମ୍ଭ

ହକି ୱାର୍ଲ୍ଡକପ୍ ୨୦୨୩ ପୂର୍ବରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ହକି ଦଳର ସଦସ୍ୟଙ୍କ ସହ ସାକ୍ଷାତ ଏବଂ ଯୋଗାଯୋଗରେ ଆନନ୍ଦିତ । ସମସ୍ତଙ୍କୁ ଶୁଭେଚ୍ଛା ଜଣାନ୍ତୁ ଯେହେତୁ ସେମାନେ ଯାଇ ଦେଶ ପାଇଁ ପୁରସ୍କାର ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । …

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ରୋକିବା ପାଇଁ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ବିରୋଧ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧ ରୁଜୁ ହେବ ଅପରାଧିକ ମାମଲା । ଏଭଳି ଏକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜୁରାଟରେ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଅପରାଧିକ ପ୍ରକ୍ରିୟା (ସିଆରପିସି)ର ଧାରା ୧୪୪…

ଲିଫ୍ଟରେ ଫସି ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

ମୁମ୍ବାଇରେ ବୁଧବାର ୨୫ତମ ମହଲାରୁ ଲିଫ୍ଟ ଛିଣ୍ଡି ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଭିକ୍ରୋଲିସ୍ଥିତ ସିଦ୍ଧିବିନାୟକ ସୋସାଇଟିରେ ଦ୍ୱିପ୍ରହର ସମୟରେ…