Odia News Portal

ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିଜେଡି ନେତାଙ୍କ ସମୀକ୍ଷା ବୈଠକ

ପଦ୍ମପୁର ଉପନିର୍ବାଚନ ରେ ବିପୁଳ ବିଜୟ ହାସଲ ପରେ ବିଜୁ ଜନତା ଦଳ ବେଶ୍ ଉତ୍ସାହିତ ଅଛି । ଉପନିର୍ବାଚନ ପରେ ଆଜି ନବୀନ ନିବାସରେ ସମୀକ୍ଷା ବୈଠକ ହୋଇଛି । ବୈଠକରେ ଦଳର ବରିଷ୍ଠ ନେତାଙ୍କ ସହ ପଦ୍ମପୁର ଉପନିର୍ବାଚନ ଦାୟିତ୍ବରେ ଥିବା ନେତାମାନେ ଯୋଗ ଦେଇଥିଲେ । ପଞ୍ଚାୟତ ସ୍ତରରେ ଦାୟିତ୍ବରେ…

ନାଗ ସାପକୁ ଥଣ୍ଡା ପାଣିରେ ଗାଧୋଇ ଦେଉଛନ୍ତି ଜଣେ ବ୍ୟକ୍ତି

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ନାଗ ସାପକୁ ଥଣ୍ଡା ପାଣିରେ ଗାଧୋଇ ଦେଉଛନ୍ତି । ଆଉ ସାପ ତାଙ୍କୁ ଆକ୍ରମଣ ମଧ୍ୟ କରୁନାହିଁ । ଏହି ଭିଡିଓ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି, ବାଥରୁମରେ ନାଗ ସାପ ରହିଛି। ଆଉ ଜଣେ ବ୍ୟକ୍ତି ମଗ ଧରି…

ବ୍ଲେଡରେ ନିଜ ବେକକୁ ନିଜେ କାଟିଲେ ଯୁବକ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି

ନିଜ ବେକକୁ ନିଜେ କାଟିଲେ । ଜଣେ ଯୁବକ ନିଜ ବେକକୁ ବ୍ଲେଡରେ କାଟିଲେ । ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ଗେଟ୍‌ ବଜାର ଅଞ୍ଚଳର ନିରାକାର…

ମେହରୌଲି ଓ ଗୁରୁଗ୍ରାମ ଜଙ୍ଗଲରୁ ଜବତ ହାଡ଼ ଶ୍ରଦ୍ଧାଙ୍କର, ଡିଏନଏ ଟେଷ୍ଟରୁ ହେଲା ସ୍ପଷ୍ଟ

ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି। ଜବତ ହୋଇଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଛି । ଜବତ ହାଡ଼ ଶ୍ରଦ୍ଧାଙ୍କର ବାପାଙ୍କ ଡିଏନ୍ଏ ନମୁନା ସହ ମେଳ ଖାଉଛି | ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ହାଡଗୁଡ଼ିକ ଶ୍ରଦ୍ଧାଙ୍କର ଥିଲା। ମେହରୌଲି ଓ ଗୁରୁଗ୍ରାମ…

ଆଜି ‘ଅଗ୍ନି-୫’ ବାଲିଷ୍ଟିକ ମିଶାଇଲର ହେବ ପରୀକ୍ଷଣ

ଆଜି ବାଲିଷ୍ଟିକ ମିଶାଇଲ ‘ଅଗ୍ନି-୫’ର ପରୀକ୍ଷଣ କରାଯାଇପାରେ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅଗ୍ନି-୫ ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର ରହିଛି । ଏହାସହିତ ଏହି ମିଶାଇଲ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ମଧ୍ୟ ରଖିଥିବା ଜଣାଯାଇଛି । ପୂର୍ବରୁ…

ବିହାରରେ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ୩୦ ଛୁଇଁଲା

ବିହାର ଛାପ୍ରାର ମଶରକ ଥାନା ଅଞ୍ଚଳରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ମୃତକଙ୍କ ପରିବାର ଦେଶୀମଦ କଥା କହୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ମୃତ୍ୟୁ ଓ ଅସୁସ୍ଥତାର କାରଣ ବିଷାକ୍ତ ମଦ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ତେବେ…

ମଶା ନିପାତ ପାଇଁ ବିଏମସିର ଏକାଧିକ ପଦକ୍ଷେପ ଘୋଷଣା

ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ – ବିଏମସି । ମଶାଙ୍କ ବଂଶ ବିସ୍ତାର ରୋକିବା ପାଇଁ ବିଏମସି ଏକାଧିକ ପଦକ୍ଷେପ ଘୋଷଣା କରିଛି । ଆଗାମୀ ମାସେ ଯାଏଁ ମଶା ତେଲ ପକାଇବା ଅଭିଯାନ ବ୍ୟାପକ ହେବ ।ମଶା ଧୂଆଁ ଛାଡିବା…

ବିବାହ ବନ୍ଧନରେ ଆବଦ୍ଧ ଦେଲେ ଗୋପି ବୋହୂ ଦେବୋଲିନା

ବିବାହ ବନ୍ଧନରେ ଆବଦ୍ଧ ଦେଲେ ଗୋପି ବୋହୂ ଓରଫ  ଲୋକପ୍ରିୟ ଟିଭି ଅଭିନେତ୍ରୀ  ଦେବୋଲିନା ଭଟ୍ଟାଚାର୍ଯ୍ୟ ।  ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବେ ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ହଳଦୀ ରସମର ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଏବେ ନିଜ…

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଜଧାନୀର ପାଇକନଗରରେ ଥିବା ଏସଆଇଙ୍କ ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନା ନଛିପୁରରେ ଥିବା…

ଓକିଲ ଆନ୍ଦୋଳନ: ଆଉ ୮ ଗିରଫ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବେଳେ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ…