ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ
ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଛାତ୍ର ଜଣକ ନିଜ ହଷ୍ଟେଲ ରୁମରେ!-->!-->!-->…
