Odia News Portal

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି । ଏମାନେ ଗରିବ ଲୋକ । ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ସବୁବେଳେ କାମ

ହକି ବିଶ୍ୱକପର ପ୍ରଥମ ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାବର୍ଷ ଜାନୁଆରୀରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପାଇଁ ପ୍ରଥମ ଟିକେଟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ

୨ ବର୍ଷ ପୂର୍ବେ ଅଫତାବ ବିରୋଧରେ ଏଫଆଇଆର ରୁଜୁ କରିଥିଲେ ଶ୍ରଦ୍ଧା

ଦିଲ୍ଲୀର ମେହରୋଲିରେ ନିଜର ଲାଇଭ୍-ଇନ୍-ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କ ବିଷୟରେ ଆଉ ଏକ ବଡ଼ ଖୁଲାସା ହୋଇଛି। ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ପୂର୍ବରୁ ମଧ୍ୟ ଆଫତବ ତାଙ୍କ ସାମ୍ନାରେ ମଧ୍ୟ ତାଙ୍କୁ

ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ତଥା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ ହୋଇଯାଇଛି। ସେ ଅନେକ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ବେତନଟୀ ଫାର୍ମ ହାଉସରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଳଡ ଡାଇଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ

କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ

କାଲିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ହୁଲସ୍ତୁଲ ହେବ । ସେହିପରି ଧାନ ମଣ୍ଡି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ବେକାରୀ ସମସ୍ୟା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଗୃହରେ ଉଠାଇବେ

ପ୍ରଚଣ୍ଡ ଶଦ୍ଦ, ଥରିଲା ୩ ଜିଲ୍ଲ।

ପ୍ରଚଣ୍ଡ ଶଦ୍ଦରେ ଥରିଲା ଭଦ୍ରକ, ଯାଜପୁର, ଆନନ୍ଦପୁର ଅଞ୍ଚଳ । ବଡ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦରେ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ । କେଉଁ କାରଣରୁ ଏଭଳି ଶଦ୍ଦ ହେଲା କିଛି ସ୍ପଷ୍ଟ ହୋଇପାରିନାହିଁ ।

ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ତତ୍ପର ବନ ବିଭାଗ

ଶୀତ ଋତୁ ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଗଞ୍ଜାମ ଜିଲ୍ଲା ବଙ୍ଗୋପସାଗର ଉପକୂଳକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେଙ୍କ ଆଗମନ ଆରମ୍ଭ ହୋଇଯିବ। ସମୁଦ୍ର ବେଳାଭୂମି ତଥା ଋଷିକୁଲ୍ୟା ମୁହାଣରେ ଦେଖିବାକୁ ମିଳିବ ଏହି ଅତିଥି ଆଗନ୍ତୁକଙ୍କ ସମାଗମ। ସାରା ବିଶ୍ବରେ ଏହି ବିରଳ

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ଓ ଅକ୍ଷୟ ପରିଜା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ଆଜି ଜେରା ପାଇଁ ଇଡି ଅଫିସ୍‌ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍‌ରେ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଛନ୍ତି। ମଙ୍ଗଳବାର ଦିନ

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ôଥକ

୫ଦିନ କୋରେଇରେ ରହିବନି ଟ୍ରେନ୍‌

୧୫ ଘଣ୍ଟା ପରେ ଯାଜପୁର କୋରେଇ ରେଳ ଷ୍ଟେସନରେ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଅପ ଏବଂ ଡାଉନ୍ ଉଭୟ ଲାଇନରେ ଚଳାଚଳ କରୁଛି ଟ୍ରେନ୍ । କୋରେଇ ଷ୍ଟେସନରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ୪ଟି ଟ୍ରେନର ରହଣିକୁ ବାତିଲ କରାଯାଇଛି । ଯାଜପୁର-କେନ୍ଦୁଝର ରୋଡ-ଭଦ୍ରକ । କଟକ-ଭଦ୍ରକ ପାସେଞ୍ଜର,