ଟି-୨୦ ସିରିଜ୍ ଜିତିଲା ଭାରତ
ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଜିତିଲା ଭାରତ । ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ ଶେଷ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍!-->…
