Odia News Portal

ଗୁଜରାଟ ଝୁଲାପୋଲ ଟ୍ରାଜେଡି : 141 ମୃତ

ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 141 ଛୁଇଁଲା । ଗୁଜରାଟର ମର୍ବିରେ ଥିବା ଦେଢଶହ ବର୍ଷ ତଳର ବ୍ରିଟିଶ ଅମଳର ଏହି ଝୁଲାପୋଲରେ ଶହ ଶହ ଯାତ୍ରୀ ଛଟ୍ ପୂଜା ପାଇଁ ଯାଉଥିବା ବେଳେ ଗତକାଲି ସଂଧ୍ୟାରେ ପୋଲଟି ଭୁଷୁଡିପଡିଥିଲା । ଫଳରେ ପୋଲ ଉପରେ ଥିବା ଶହ ଶହ ଯାତ୍ରୀ ନଦୀ ଗର୍ଭକୁ

ହଜାରେ ଟଙ୍କାରେ ବିମାନ ଯାତ୍ରା

ଜୟପୁର ସହରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ

ଭୁବନେଶ୍ୱର ଶିଶୁଭବନ ଛକରେ ବିଜେପି କର୍ମୀ ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱରରେ ବିଜେପି କର୍ମୀ ପୋଲିସ ଧସ୍ତାଧସ୍ତି। ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ପରେ ଶତାଧିକ ବିଜେପି କର୍ମୀ ଅଟକ। ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସ ଓ ଅର୍ଚ୍ଚନା ନାଗ ମାମଲାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କୌଣସି

ଭୋଟର ତାଲିକାକୁ ଆଧାର ସହ ଯୋଡିବା ନିଷ୍ପତ୍ତି ବିରୋଧରେ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଭୋଟର ତାଲିକାକୁ ଆଧାର ସହ ଯୋଡିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଏକ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି। ଜଷ୍ଟିସ ଏସ.କେ କୌଲ ଏବଂ ଅଭୟ ଏସ ଓକାଙ୍କ ଏକ ଖଣ୍ଡପୀଠ ପୂର୍ବତନ ମେଜର ଜେନେରାଲ ଏସ.ଜି ବୋମ୍ବାଟକେରେଙ୍କ ପକ୍ଷରୁ

ଆଜିଠାରୁ ଜୟପୁରରୁ ଉଡିବ ବିମାନ, ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଜୟପୁର -ଭୁବନେଶ୍ବର ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳର ଶୁଭାରମ୍ଭ କରିବେ । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ସାଢେ ୧୦ଟାରେ ଯାତ୍ରୀବାହୀ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।ଏହି

ଏହି ସପ୍ତାହରେ ହୋଇପାରେ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏଇ ସପ୍ତାହରେ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିବା ସମ୍ଭାବନା ରହିଛି। ୨୦୧୭ ରେ ଆପଣେଇଥିବା ଏକ ପରମ୍ପରାକୁ ଦର୍ଶାଇ ନିର୍ବାଚନ ଆୟୋଗ ଚଳିତ ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିନଥିଲେ

ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ସମୟସୀମା ମାସେ ବଢିଲା

ପୁଣି ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟସୀମା । ସମୟସୀମା ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ମିଳିବ।

ପଦ୍ମପୁର ହେବ ବିକାଶର ମଡେଲ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୪୮୮ କୋଟିର ପ୍ରକଳ୍ପ

ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର

ଏଣିକି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରୀ ।

କୌଣସି ସରକାରୀ କର୍ମଚାରୀଙ୍କର ଚାକିରୀରେ ଥାଇ ଯଦି ମୃତ୍ୟୁ ଘଟେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରୀ ମିଳିପାରିବ । ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି । ପୂର୍ବରୁ କେବଳ ପୁଅ ଅବା ଅବିବାହିତ ଝିଅଙ୍କୁ ଏକ୍ଷେତ୍ରରେ ନିଯୁକ୍ତି

ଚିଲିକା ମଝିରେ ପୁଣି ଅଟକିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଚିଲିକାରେ ପୁଣି ଥରେ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଏବଂ ୧୫ଟି ବାଇକ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଚିଲିକା ମଝିରେ ଡଙ୍ଗାର ମେସିନ ଖରାପ ହେଇଯିବା ଫଳରେ ଯାତ୍ରୀବାହୀ ଡଙ୍ଗାଟି ଅଟକି ରହିଛି