୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ
୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ । ଆସନ୍ତାକାଲି ଦମ୍ ଦେଖାଇବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଏଥି ପାଇଁ ରାଜଧାନୀ ସାରା ଛାଇ ଯାଇଛି ବିଜେପିର ବ୍ୟାନର ଓ ପୋଷ୍ଟର । ପ୍ରମୁଖ ନେତାଙ୍କ ହୋଡିଂ ବି ଲାଗିଛି । ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ!-->…
