ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ପୁରସ୍କାର
ଦିଗଜ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ବାବଦରେ ସୂଚନା ଦେଇଛନ୍ତି । ୩୦ ଡିସେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଲୋକପ୍ରିୟ ପୁରୁଖା ବଲିଉଡ ଅଭିନେତ୍ରୀ!-->…
