Odia News Portal

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍ ହେବ ୫ଜି ସେବା

ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ ଉପୁଜିଥିବା ସମସ୍ୟା ଏବଂ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଭୂସ୍ଖଳନ,ଫସିଲେ ୪୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖାଯାଉଛି। ପିଥୋରାଗଡ଼ରେ ଭୂସ୍ଖଳନ କାରଣରୁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜପଥରେ ଯାତାୟତ ବନ୍ଦ କରିଛି । ସେହିପରି ଉତ୍ତରକାଶୀରେ ମଧ୍ୟ ସମାନ ଅବସ୍ଥା । ଗଂଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥଯାତ୍ରୀ ମଧ୍ୟ ଭୂସ୍ଖଳନ କାରଣରୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ

ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ବାବୁସାନ । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଡିସଚାର୍ଜ ହେଲେ । ପତ୍ନୀ ତୃପ୍ତି ଶତପଥୀଙ୍କ ସହ ହସ୍ପିଟାଲରୁ ଏକାଠି ବାହାରିଲେ । କିଛି ଦିନ ହେଲା ପାରିବାରିକ ବିବାଦ ପାଇଁ ଅଲଗା ହୋଇଥିଲେ । ଆଜି ବାବୁସାନଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିଲେ

ଅସୁସ୍ଥ ବାବୁସାନଙ୍କୁ ଭେଟିଲେ ତୃପ୍ତି

ଅଭିନେତା ବାବୁସାନ ଏବଂ ପତ୍ନୀ ତୃପ୍ତିଙ୍କ ବିବାଦ ପରେ ଆଜି ବାବୁସାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପତ୍ନୀ ତୃପ୍ତି । ଗତକିଛି ଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାବୁସାନ୍ । ଆଜି ତୃପ୍ତି ତାଙ୍କୁ ହସ୍ପିଟାଲରେ ଭେଟିବା ପରେ ଡିସଚାର୍ଜ ହୋଇ ଘରକୁ ଏକାଠି

ରାଜ୍ୟରେ ଆସନ୍ତା ୩ ଦିନ ଶୁଖିଲା ପାଗ

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୁତ ହେବ । ଆଜି, ଆସନ୍ତାକାଲି ଏବଂ ୨୬ ତାରିଖରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ

ଭାରତୀୟ ବଜାରରେ ସାମାନ୍ୟ କମିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୨୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୪୩୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୬ ହଜାର ୫୦୦

ଦିଲୀପ ତିର୍କିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲାପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକିର ଏନ୍ତୁଡ଼ିଶାଳରୁ ଆସି ନିଜକୁ ଜଣେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିଥିବା ଦିଲୀପ ତିର୍କି ‌ହକିକୁ ଆହୁରି ଆଗକୁ ନେଇ ସଫଳତା ଆଣିବେ

ବ୍ରାଉନ୍‌ସୁଗର ବେପାରୀକୁ ୧୦ ବର୍ଷ କାରାଦଣ୍ଡ

ଶୁକ୍ରବାର ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୋକନାଥ ସାହୁ ଜଣେ ବ୍ରାଉନ୍ ସୁଗାର ବେପାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ୨୦୨୦ ମସିହା ନଭେମ୍ବର ୨୪ ତାରିଖ ଭୋର ୫ଟା ସମୟରେ ଅସ୍ତରଙ୍ଗ ଥାନାର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟେ

ନୂପୁର ଶର୍ମା ମାମଲା: ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ

ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଟାଇମ୍ସ ନାଓ ଆଙ୍କର୍ ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ

ରିସର୍ଚ୍ଚ ଅନୁଯାୟୀ ୬୦ ବର୍ଷରୁ କମ୍ ଲୋକଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା

ଜର୍ନାଲ୍ ଅଫ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ଲଡ୍ ଗ୍ରୁପ୍ ‘A’ ଥିବା ବ୍ୟକ୍ତିଙ୍କର ଜେନେଟିକ୍ ଏବଂ ଇସକେମିକ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି। ଇସକେମିକ୍ ଷ୍ଟ୍ରୋକରେ ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍ ବନ୍ଦ ହୋଇଯାଏ, ଯାହାଫଳରେ ତୁରନ୍ତ ମୃତ୍ୟୁ ଘଟିଥାଏ।