Odia News Portal

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ । ଅନ୍ୟ ଦୁଇଜଣ ନାମାଙ୍କନ ପ୍ରତ୍ୟାହାର କଲେ । ପ୍ରଥମ ଓଡିଆ ଭାବରେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ଦିଲୀପ ତିର୍କୀ । ୪୦୦ରୁ ଉର୍ଦ୍ଧ୍ୱ ଦେଶ ପାଇଁ ଖେଳିଛନ୍ତି । ଭାରତୀୟ ହକି ଟିମ୍‌ର

ଧରାପଡିଲେ ‘ମୋ ବସ’ ଲୁଟେରା

ମେ। ବସ୍ ରୁ ଚୋରି କରିଥିବା ୨ ଲୁଟେରା ଗିରଫ । ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୁଇ ଲୁଟେରା ସଂଜୟ ସିଂହ ଓ ଗଣେଶ ପ୍ରଧାନ ଗିରଫ । ଚୋରି ମୋବାଇଲ ଫୋନ , ଲାପଟପ୍ , ଟଙ୍କା ଓ, ମନିପର୍ସ ଜବତ ।ଗତକାଲି ମୋ ବସରୁ ଚୋରି ହୋଇଥିଲା । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟି ନେଇଥିଲେ

କଟକରୁ ନକଲି ଔଷଧ ଜବତ: ଆଜି ଗୟା ଓ ବେଙ୍ଗଲୁରୁ ଯିବ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍

କଟକ ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ସମୀକ୍ଷା କରିବେ ସିଏସ ଓ ୫-ଟି ସଚିବ

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସଚିବ ୫-ଟି ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର 31 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସଂପତ୍ତିର ମୂଲ୍ୟ 64 କୋଟି 87 ଲକ୍ଷ ଟଙ୍କା ରହିଛି । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ ମସିହାର ଆମ୍ବାସଡର କାର ରହିଛି ।

ଏବେ ଏକ ଡଲାରର ମୂଲ୍ୟ ୮୧ ଟଙ୍କା

ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବନତି ଜାରି ରହିଛି। ଶୁକ୍ରବାର ପ୍ରାରମ୍ଭିକ କରବାରରେ ଟଙ୍କା ରେକର୍ଡ ସ୍ତରକୁ ଖସି ୩୯ ପଇସା ହ୍ରାସ ପାଇଛି | ଏବେ ଏକ ଡଲାରର ମୂଲ୍ୟ ୮୧.୧୮ ଟଙ୍କା | ଡଲାର ତୁଳନାରେ ଟଙ୍କାର ଏହା ହେଉଛି ସର୍ବକାଳୀନ ସର୍ବନିମ୍ନ ସ୍ତର । ଆମେରିକାର ଫେଡେରାଲ ରିଜର୍ଭ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ ନାଗପୁରର ବିଦର୍ଭ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ମୋହାଲିରେ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ନାଗପୁରରେ କର ବା ମର ପରିସ୍ଥିତିର ସାମ୍ନା କରିବ

୩୪ ଏକରରେ ବାଲିଯାତ୍ରା

ବିଏଆରଏଫଆଇ ପ୍ରକଳ୍ପକୁ ନେଇ ଏନଜିଟି ନିର୍ଦ୍ଦେଶ ପରେ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ ନାହିଁ , ୩୪ ଏକର ଜାଗାରେ ହେବ ବାଲିଯାତ୍ରା । ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ ବୋଲି କହିଲେ ଜିଲ୍ଲାପାଳ ।ତେବେ ୨ ବର୍ଷ ହେବ କରୋନା

ଉତ୍ତରକାଶୀରେ ପ୍ରବଳ ବର୍ଷାରୁ ଭୂସ୍ଖଳନ, ଗଙ୍ଗୋତ୍ରୀରେ ଯୋଗାଯୋଗ ବିଚ୍ଛିନ୍ନ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଫଳରେ ସ୍ଥିତି ଅଣାୟତ୍ତ ହୋଇଛି । ପ୍ରବଳ ବର୍ଷାରେ ଗଙ୍ଗା ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାହାଡ଼ରୁ ବଡ଼ବଡ଼ ପଥର ଖଣ୍ଡ ଖସି ଗଙ୍ଗୋତ୍ରୀ ଜାତୀୟ ରାଜପଥ ହେଗ୍ଲୁଗାଡ ଏବଂ ସୁନାଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଦେଢ ହଜାରରୁ

ରାଜ୍ୟରେ ୫ ଦିନ ଶୁଖିଲା ପାଗ

ରାଜ୍ୟରେ ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ତେବେ, ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଆସନ୍ତାକାଲି, ୨୬ ଓ ୨୭