ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ଦହି
ଦହି ଏପରି ଏକ ଡେରୀ ଫୁଡ୍ ଯାହାକି ଭାରତୀୟ ଥାଳିରେ ନିଶ୍ଚିତ ଭାବରେ ରହିଥାଏ। ଗରମ ହେଉ କି ଥଣ୍ଡା, ଏହାର ଉପସ୍ଥିତି ଯେ କୌଣସି ରୂପରେ ଖାଦ୍ୟରେ ରହିଥାଏ। ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବାର ଅନେକ ଲାଭ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ!-->…
