୩ ବର୍ଷର ଝିଅକୁ କୁକୁର ଝୁଣିଦେଲା
ପାଗଳ କୁକୁର କାମୁଡାରେ ୩ ବର୍ଷର ଝିଅ ମୃତ । ଘର ବାହାରେ ଖେଳୁଥିବା ବେଳେ ଝୁଣି ମାରିଦେଲା କୁକୁର । କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ଆହତ । ପାଟଣାଗଡ ବ୍ଲକ ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ ।
ସୂଚନା ଅନୁସାରେ, ଏବେ ବଲାଙ୍ଗିର ପାଟଣାଗଡର ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ!-->!-->!-->…
