ବଲିଉଡରେ ଏଣ୍ଟ୍ରି ମାରିବେ କ୍ରିକେଟର ଶିଖର ଧାୱନ
ସିନେ ପରଦାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ । ଖେଳ ପଡିଆରେ ବଲକୁ ଦୂର ଆକାଶକୁ ପଠାଉଥିବା ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନ ଏବେ ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ଏବେ ଅଭିନୟରେ ଜଲୱା ଦେଖିବେ । କ୍ରିକେଟ ମୈଦାନରୁ ଫିଲ୍ମ!-->…
