Odia News Portal

ଦିଲୀପ ତିର୍କିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲାପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକିର ଏନ୍ତୁଡ଼ିଶାଳରୁ ଆସି ନିଜକୁ ଜଣେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିଥିବା ଦିଲୀପ ତିର୍କି ‌ହକିକୁ ଆହୁରି ଆଗକୁ ନେଇ ସଫଳତା ଆଣିବେ…

ବ୍ରାଉନ୍‌ସୁଗର ବେପାରୀକୁ ୧୦ ବର୍ଷ କାରାଦଣ୍ଡ

ଶୁକ୍ରବାର ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଲୋକନାଥ ସାହୁ ଜଣେ ବ୍ରାଉନ୍ ସୁଗାର ବେପାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ୨୦୨୦ ମସିହା ନଭେମ୍ବର ୨୪ ତାରିଖ ଭୋର ୫ଟା ସମୟରେ ଅସ୍ତରଙ୍ଗ ଥାନାର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟେ…

ନୂପୁର ଶର୍ମା ମାମଲା: ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ

ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଟାଇମ୍ସ ନାଓ ଆଙ୍କର୍ ନାଭିକା କୁମାରଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ…

ରିସର୍ଚ୍ଚ ଅନୁଯାୟୀ ୬୦ ବର୍ଷରୁ କମ୍ ଲୋକଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା

ଜର୍ନାଲ୍ ଅଫ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ଲଡ୍ ଗ୍ରୁପ୍ ‘A’ ଥିବା ବ୍ୟକ୍ତିଙ୍କର ଜେନେଟିକ୍ ଏବଂ ଇସକେମିକ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି। ଇସକେମିକ୍ ଷ୍ଟ୍ରୋକରେ ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍ ବନ୍ଦ ହୋଇଯାଏ, ଯାହାଫଳରେ ତୁରନ୍ତ ମୃତ୍ୟୁ ଘଟିଥାଏ।…

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦିଲୀପ । ଅନ୍ୟ ଦୁଇଜଣ ନାମାଙ୍କନ ପ୍ରତ୍ୟାହାର କଲେ । ପ୍ରଥମ ଓଡିଆ ଭାବରେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ଦିଲୀପ ତିର୍କୀ । ୪୦୦ରୁ ଉର୍ଦ୍ଧ୍ୱ ଦେଶ ପାଇଁ ଖେଳିଛନ୍ତି । ଭାରତୀୟ ହକି ଟିମ୍‌ର…

ଧରାପଡିଲେ ‘ମୋ ବସ’ ଲୁଟେରା

ମେ। ବସ୍ ରୁ ଚୋରି କରିଥିବା ୨ ଲୁଟେରା ଗିରଫ । ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୁଇ ଲୁଟେରା ସଂଜୟ ସିଂହ ଓ ଗଣେଶ ପ୍ରଧାନ ଗିରଫ । ଚୋରି ମୋବାଇଲ ଫୋନ , ଲାପଟପ୍ , ଟଙ୍କା ଓ, ମନିପର୍ସ ଜବତ ।ଗତକାଲି ମୋ ବସରୁ ଚୋରି ହୋଇଥିଲା । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟି ନେଇଥିଲେ…

କଟକରୁ ନକଲି ଔଷଧ ଜବତ: ଆଜି ଗୟା ଓ ବେଙ୍ଗଲୁରୁ ଯିବ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍

କଟକ ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ…

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ସମୀକ୍ଷା କରିବେ ସିଏସ ଓ ୫-ଟି ସଚିବ

ଭଦ୍ରକ ଆଖଣ୍ଡଳମଣି ପୀଠର ବିକାଶ କାମର ଆଜି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସଚିବ ୫-ଟି ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ମନ୍ଦିର ପରିଦର୍ଶନ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ…

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର 31 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସଂପତ୍ତିର ମୂଲ୍ୟ 64 କୋଟି 87 ଲକ୍ଷ ଟଙ୍କା ରହିଛି । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ ମସିହାର ଆମ୍ବାସଡର କାର ରହିଛି ।…

ଏବେ ଏକ ଡଲାରର ମୂଲ୍ୟ ୮୧ ଟଙ୍କା

ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବନତି ଜାରି ରହିଛି। ଶୁକ୍ରବାର ପ୍ରାରମ୍ଭିକ କରବାରରେ ଟଙ୍କା ରେକର୍ଡ ସ୍ତରକୁ ଖସି ୩୯ ପଇସା ହ୍ରାସ ପାଇଛି | ଏବେ ଏକ ଡଲାରର ମୂଲ୍ୟ ୮୧.୧୮ ଟଙ୍କା | ଡଲାର ତୁଳନାରେ ଟଙ୍କାର ଏହା ହେଉଛି ସର୍ବକାଳୀନ ସର୍ବନିମ୍ନ ସ୍ତର । ଆମେରିକାର ଫେଡେରାଲ ରିଜର୍ଭ…