Odia News Portal

ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ ଚିହ୍ନଟ

ନକଲି ଔଷଧ କାରବାର ମାମଲାରେ ଅଧିକ ତଦନ୍ତ ପାଇଁ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା ମିଳିଛି। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ନକଲି ଔଷଧର ଉତ୍ପାଦନ କେଉଁଠାରେ ହୋଇଥିଲା,…

ଆମେରିକା ଯିବ କୋରାପୁଟ ହଳଦୀ ସାବୁନ୍

କୋରାପୁଟରେ ଉତ୍ପାଦିତ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ବିଭିନ୍ନ ରାଜ୍ୟରେ ଆଦୃତି ଲାଭ କରିଥିବା ବେଳେ ଏହା ଆହୁରି ପାଦେ ଆଗକୁ ବଢ଼ିଛି । ହଳଦୀ ସାବୁନ ବର୍ତ୍ତମାନ ଆମେରିକାକୁ ରପ୍ତାନି ହେବ । ସେଣ୍ଟ୍ରାଲ ଆମେରିକା ଗ୍ୱାତେମାଲା ରାଜ୍ୟକୁ ଏହା ପଠାଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।…

ଶୁଖି ଯାଇପାରେ ଗଙ୍ଗା ନଦୀ

ଗଙ୍ଗା ନଦୀକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଚୀରସ୍ରୋତା ନଦୀ କୁହାଯାଉଥିବା ଗଙ୍ଗାନଦୀ ଶୁଖିଯିବାର ସମ୍ଭାବନା ରହିଛି । ଏନେଇ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିବା ବେଳେ, ଡେରାଡୁନ୍‌ ଠାରେ ଥିବା ଓ୍ୱାଡିହା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିୟୋଲୋଜିର ବୈଜ୍ଞାନିକ ଡକ୍ଟର ରାକେଶ…

ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବିରୋଧରେ ‘ଅପରେସନ ମେଘଦୂତ’, ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇର ଚଢ଼ାଉ

ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସହ ଜଡ଼ିତ ମାମଲାରେ ବଡ଼ ଆକ୍ସନ୍ । ଏହି ମାମଲାରେ ସିବିଆଇ ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ଚଢ଼ାଉ କରିଛି | ଇଣ୍ଟରପୋଲର ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ଶାଖାର ଇନପୁଟ୍ ଆଧାରରେ ସିବିଆଇ ‘ଅପରେସନ ମେଘଦୂତ’ ନାମରେ ଏହି ରେଡ୍ କରିଛି । ସିବିଆଇର…

ଅକ୍ଟୋବର ୧ରେ ଦେଶରେ ଲଞ୍ଚ୍ ହେବ ୫ଜି ସେବା

ଦେଶରେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଯାଉଛି ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ। ପ୍ରଗତି ମଇଦାନରେ କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଅନ୍ୟପକ୍ଷେ ୫ଜି ସେବା ଏବଂ ଏଭିଏସନକୁ ନେଇ ଆମେରିକାରେ ଉପୁଜିଥିବା ସମସ୍ୟା ଏବଂ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଭୂସ୍ଖଳନ,ଫସିଲେ ୪୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଦେଖାଯାଉଛି। ପିଥୋରାଗଡ଼ରେ ଭୂସ୍ଖଳନ କାରଣରୁ ୪୦ ଯାତ୍ରୀ ଫସିଛନ୍ତି । ଜିଲ୍ଲା ପ୍ରଶାସନ ରାଜପଥରେ ଯାତାୟତ ବନ୍ଦ କରିଛି । ସେହିପରି ଉତ୍ତରକାଶୀରେ ମଧ୍ୟ ସମାନ ଅବସ୍ଥା । ଗଂଗୋତ୍ରୀ ଧାମରୁ ଫେରୁଥିବା ରାଜସ୍ଥାନର ୪୦୦ ତୀର୍ଥଯାତ୍ରୀ ମଧ୍ୟ ଭୂସ୍ଖଳନ କାରଣରୁ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ବାବୁସାନ

ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ବାବୁସାନ । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଡିସଚାର୍ଜ ହେଲେ । ପତ୍ନୀ ତୃପ୍ତି ଶତପଥୀଙ୍କ ସହ ହସ୍ପିଟାଲରୁ ଏକାଠି ବାହାରିଲେ । କିଛି ଦିନ ହେଲା ପାରିବାରିକ ବିବାଦ ପାଇଁ ଅଲଗା ହୋଇଥିଲେ । ଆଜି ବାବୁସାନଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିଲେ…

ଅସୁସ୍ଥ ବାବୁସାନଙ୍କୁ ଭେଟିଲେ ତୃପ୍ତି

ଅଭିନେତା ବାବୁସାନ ଏବଂ ପତ୍ନୀ ତୃପ୍ତିଙ୍କ ବିବାଦ ପରେ ଆଜି ବାବୁସାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପତ୍ନୀ ତୃପ୍ତି । ଗତକିଛି ଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାବୁସାନ୍ । ଆଜି ତୃପ୍ତି ତାଙ୍କୁ ହସ୍ପିଟାଲରେ ଭେଟିବା ପରେ ଡିସଚାର୍ଜ ହୋଇ ଘରକୁ ଏକାଠି…

ରାଜ୍ୟରେ ଆସନ୍ତା ୩ ଦିନ ଶୁଖିଲା ପାଗ

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୁତ ହେବ । ଆଜି, ଆସନ୍ତାକାଲି ଏବଂ ୨୬ ତାରିଖରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ…

ଭାରତୀୟ ବଜାରରେ ସାମାନ୍ୟ କମିଛି ସୁନା ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୨୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୪୩୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୬ ହଜାର ୫୦୦…