ଭାରତରେ ଏମିତି ଏକ ସହର,ଯେଉଁଠି ମାଂସ ବିକିବା ଓ ଖାଇବା ମନା
ଗୁଜୁରାଟର ପଲିତାନା ସହର ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ ସହର। ଯେଉଁଠି ଆମିଷ ପୁରା ନିଷିଧ । ୨୦୧୪ ରେ ଗୁଜୁରାଟ ସରକାର ଏହାକୁ ସମ୍ପୂର୍ଣ୍ଣ ଶାକାହାରୀ ଘୋଷଣା କରିଥିଲେ। ଏଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୈନ ଧର୍ମର ଅନୁଗାମୀମାନେ ବହୁ ସଂଖ୍ୟାରେ ପହଞ୍ଚନ୍ତି । ଏହା ଶୁଣି ଆପଣଙ୍କୁ!-->…
