ବଂଶଧାରାକୁ ଛାଡି ରାଜ୍ୟର ଅନ୍ୟ ସବୁ ନଦୀ ବିପଦ ସଙ୍କେତ ତଳେ
ରାଜ୍ୟରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସବୁ ନଦୀର ଜଳ । କେବଳ ବଂଶଧାରା ନଦୀ ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,’ଖଇରମାଳରୁ ମହାନଦୀ ଯାଏଁ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛୀ। ଉପକୂଳ!-->…
