ସ୍ପାଇସ ଜେଟ୍ ବିମାନରେ ଲାଗିଲା ନିଆଁ
ରବିବାର ବିହାରର ରାଜଧାନୀ ପାଟଣାରେ ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ବିମାନଟି ପାଟନାରୁ ଦିଲ୍ଲୀକୁ ଆସୁଥିଲା।
ଅଧିକାରୀଙ୍କ କହିବାନୁସାରେ, ବିମାନଟି ସ୍ପାଇସ ଜେଟର ଥିଲା | ବିମାନ ଉଡ଼ାଣ ବେଳେ ବିମାନର ଇଞ୍ଜିନରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ!-->!-->!-->…
