Odia News Portal

ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା:ପ୍ରମିଳା ମଲ୍ଲିକ

ବନ୍ୟା ଆଉ ବାତ୍ୟା ଆମ ରାଜ୍ୟକୁ ପ୍ରାୟ ପ୍ରତ୍ୟେକ ବର୍ଷ ଆସିଥାଏ । ସେପଟେ ବାତ୍ୟା ଆସିବା ଦ୍ବାରା ରାଜ୍ୟ ସରକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଏହା ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବଡ଼ ଘଷନା କରିଛନ୍ତି । ତେବେ ବନ୍ୟା, ବାତ୍ୟା, ମରୁଡ଼ି ପରି

ଚଳିତ ବର୍ଷ ହେବ କଟକ ବାଲିଯାତ୍ରା

ଚଳିତ ବର୍ଷ ହେବ କଟକ ବାଲିଯାତ୍ରା  ।  ବାଲିଯାତ୍ରାକୁ ଜାତୀୟ ସ୍ତରର ମେଳାର ରୂପ ଦେବାନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁ ବିଭାଗ କୁ ଏବେଠୁ ପ୍ରସ୍ତୁତି ରହିବା ଏବଂ କାର୍ଯ୍ୟ ଆରମ୍ଭ କରିବାକୁ କଟକ ଜିଲ୍ଲାପାଳ ଦେଇଛନ୍ତି  ପରାମର୍ଶ  । କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ

ଚାରିଦିନ ହେଲାଣି ବୋରଓ୍ବେଲ ଭିତରେ ଫସି ରହିଛି ରାହୁଲ

ତିନିଦିନ ହେଲାଣି 80 ଫୁଟ ଗଭୀର ବୋରଓ୍ବେଲ ଭିତରେ 10 ବର୍ଷର ରାହୁଲ । ରାହୁଲକୁ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ ଚାଲିଥିଲେ ମଧ୍ୟ 50 ଘଣ୍ଟା ପରେ ବି ରାହୁଲ ପାଖରେ ପହଞ୍ଚିବା ସମ୍ଭବ ହୋଇନି । ସୋମବାର ସକାଳ 5 ଟାରେ ରାହୁଲ କେବଳ ଦୁଇଟି କଦଳୀ ଖାଇଥିବା କୁହାଯାଉଥିଲେ ହେଁ ପରବର୍ତ୍ତୀ ଦଶଘଣ୍ଟା

ନୂପୁର ଶର୍ମାଙ୍କୁ ସମର୍ଥନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଏବେ ଦେଶ‌ରେ ହିଂସା ବଢ଼ାଇଦେଇଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ଓ ପ୍ରତିବାଦର ସ୍ୱର ଉଠିଛି । ବିଭିନ୍ନ ରାଜ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୂପୁର ଶର୍ମାଙ୍କୁ ସମର୍ଥନ କରିଛନ୍ତି। ନୂପୁର ଶର୍ମାଙ୍କୁ

ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡିଲେ ଜଣେ ପୋଷ୍ଟାଲ ଇନ୍ସପେକ୍ଟର

ଲାଞ୍ଚ ପୋଷ୍ଟାଲ ଇନ୍ସପେକ୍ଟର । କାବୁ କଲା ସିବିଆଇ । ସେ ହେଉଛନ୍ତି ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ଉଜ୍ଜଳ କୁମାର । ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ନିଜ ଅଧିନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ୬ମାସର ବକେୟା ଦରମା

ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ

ହରିଣ ମାଂସ ଜବତ,ତିନି ଗିରଫ

ଡାଳିଯୋଡା ବନ ବିଭାଗ ଦ୍ଵାରା ୩ ଜଣ ଶୀକାରୀ କୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ କାଲି ନଳିଦା ପ୍ରଥମିକ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର ହଉଥିବା ଖବର ପାଇ ଡାଳିଯୋଡା ବନାଅଞ୍ଚଳର ଅଧିକାରୀ ଅଭିରାମ ଜେନା କାଯ୍ୟୀନୁଷନ ପାଇଁ ବୈରୀ ବନପାଳ ମାଣିକ ମୁଣ୍ଡା ଓ ଚଣ୍ଡିଖୋଲ ବନପାଳ

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା । ଏ ନେଇ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ତେବେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶିଶୁ ଶ୍ରମ ଉଚ୍ଛେଦ

ବାଚସ୍ପତି ନିର୍ବାଚନ: ନିଃଦ୍ଵନ୍ଦରେ ନିର୍ବାଚିତ ହେବେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଆଜି ବାଚସ୍ପତି ନିର୍ବାଚନ । ତେବେ ବାଚସ୍ପତି ନିର୍ବାଚନ ନେଇ ପ୍ରଥୀ ପତ୍ର ଦାଖଲ ଶେଷ ହୋଇଥିବା ବେଳେ, ଆଜି ଅନୁଷ୍ଠିତ ହେବ ନିର୍ବାଚନ । କେବଳ ଶାସକ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ସେ ବାଚସ୍ପତି ହେବା ଏକ

ମିସେସ୍ ୟୁନିଭର୍ସ କାନଡା ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି

ଜୟପୁର: ମିସେସ୍ ୟୁନିଭର୍ସ କାନାଡା ୨୦୨୧ ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି। ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା ଗୌରବ ଆଣିଥିବା ନେଇ ତାଙ୍କୁ ବହୁ ଅଞ୍ଚଳରୁ ଶୁଭେଚ୍ଛାର