Odia News Portal
Browsing Tag

accident

ଓଲଟିଲା ବସ୍, ୭ ଗୁରୁତର, ୪୦ରୁ ଅଧିକ ଆହତ

ଗଂଜାମ: ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି।…

କାନ୍ଥ ଭୁଶୁଡ଼ି ଶିଶୁ ମୃତ

ଗଞ୍ଜାମ: ଏମିତି ବି ଆସିପାରେ ମୃତୁ୍ୟ । ମୃତୁ୍ୟ କେତେବେଳେ ଆଉ କେମିତି ଆସେ ତାହା ଜାଣିବା କାଠିକର ପାଠ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଖେଳିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା…

ଡଙ୍ଗା ଓଲଟି ୧୧ ମୃତ

ମହାରାଷ୍ଟ୍ର: ଭୟଙ୍କର ଦୁର୍ଘଟଣା । ଓଲଟିଲା ଡଙ୍ଗା । ଚାଲିଗଲା ୧୧ ଜଣଙ୍କ ଜୀବନ । ମହାରାଷ୍ଟ୍ରର ଅମରାବତୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।…

ଘର ଉପରେ ମାଡ଼ିଗଲା ଟ୍ରକ

ବ୍ରହ୍ମପୁର: ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ରାସ୍ତା କଡ଼ ଘର ଉପରକୁ ମାଡି ଯାଇଛି ଟ୍ରକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଘର ଲୋକେ । ଦୁଇ ଟ୍ରକ ଧକ୍କା ବେଳେ ରାସ୍ତା କଡରେ ଥିବା ଏକ ଡାଲା…

ବାଇକ ଦୁର୍ଘଟଣାରେ ୨ ମୃତ

କନ୍ଧମାଳ: ନୂଅାଁଖାଇରେ ଚାଲିଗଲା ଜୀବନ । ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ଫୁଲବାଣୀ ସଦର ଥାନା ଅଞ୍ଚଳରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ…

୨ ଡଙ୍ଗା ମୁହାଁମୁହିଁ ଧକ୍କା, ୫୦ରୁ ଅଧିକ ଯାତ୍ରୀ ନିଖୋଜ

ଆସାମ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଛି। ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର…

ପଥଚାରୀଙ୍କ ଉପରେ ଗାଡି ଚଢ଼ାଇଦେଲେ ଅଭିନେତା

ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଅଭିନେତା ରଜତ ବେଦୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ମୁମ୍ବାଇର ଅନ୍ଧେରୀ ସ୍ଥିତ ଡିଏନ୍‌ ନଗର ପୋଲିସ ରଜତଙ୍କ ବିରୋଧରେ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଧକ୍କା କରିଥିବା ନେଇ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସଠାରୁ ମିଳିଥିବା ପ୍ରାଥମିକ…

ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

ରାଉରକେଲା: ମୃତ୍ୟୁ ଏମିତି ବି ଆସେ । ସତରେ କଣ ମୃତ୍ୟୁ ଏତେ ଦାରୁଣ । ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ । ଝାଡ଼ଖଣ୍ଡ ଖୁଣ୍ଟି ତୋରପା ସଡ଼କ ଦୁର୍ଘଟଣାରେ ରାଉରକେଲା ସିଭିଲଟାଉନସିପ୍ର ଗୋଟିଏ ପରିବାର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ ସେମାନଙ୍କ…

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ, ୩ ମୃତ

ମାଲକାନଗିରି: ରକ୍ଷା ବନ୍ଧନରେ ଅଘଟଣ । ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ । ୩ ମୃତ, ୩ ଗୁରୁତର । ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଠିଆ ହୋଇଥିବା ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଥାନା…

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

କଟକ: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏକ ପବିତ୍ର ଦିନ । ତେବେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଆଗରେ ଚାଲିଗଲା ଭଉଣୀ ଜୀବନ । ସୂଚନା ଅନୁସାରେ କଟକ କାଠଯୋଡି ବିଜ୍ର ଉପରେ ଏକ ବାଇକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଏକ ବାଇକ୍…