Odia News Portal
Browsing Tag

accident

ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୩ ଜଣଙ୍କ ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡର ଚକରାତାରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ୧୦ଟା ସମୟେରେ ଚକରାତାର ଭରମ ଖତ ସ୍ଥିତ ବାୟଲା ଗାଁରୁ ବିକାଶନଗର ଯାଉଥିବା ଏକ ବୋଲେରୋ ବାୟଲା-ପିଙ୍ଗୁୱା ରାସ୍ତାରେ ଭାରସାମ୍ୟ ହରାଇ ୪୦୦ ମିଟର ଗଭୀର ଖାତକୁ ଖସି ପଡ଼ିଛି। ବୋଲେରୋରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଡ଼ୋଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମିନି ବସ୍ ଯାଉଥିବା ବେଳେ ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ…

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଗଜପତି: ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଜଣାଯାଇଛି । ମନ୍ତ୍ରୀ ଭୁବନେଶ୍ୱରରୁ ଗଜପତି ମଧ୍ୟ ଦେଇ ରାୟଗଡା ଯିବାବେଳେ ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣିରୁ ମନ୍ତ୍ରୀଙ୍କ ଗାଡିକୁ ସୁରକ୍ଷା ଦେଇଆଣୁଥିବା ପୋଲିସ ଏସ୍କର୍ଟ…

ମୂର୍ତ୍ତି ବିସର୍ଜନ ବେଳେ ଚଢ଼ିଗଲା କାର

ରାୟପୁର: ଅଘଟଣ । ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବାବେଳେ ଦୁର୍ଘଟଣା । ଛତିଶଗଡ଼ ଯଶପୁରରେ ଘଟିଛି ଏଭଳି ଅଘଟଣା । ଦ୍ରୃତଗତିରେ ଆସୁଥିବା ଏକ କାର ଚଢ଼ିଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପୂରା ଅଞ୍ଚଳରେ…

ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ବୌଦ୍ଧ: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣୀ ଗ୍ରାମର ଝାଣ୍ଟୁ…

ମର୍ଣ୍ଣିଂ ୱାକରେ ଯାଇଥିଲେ, ଚାପିଦେଲା ଗାଡ଼ି, ୨ ମହିଳା ମୃତ

ନୟାଗଡ଼: ସକାଳୁ ସକାଳୁ ଅଘଟଣ । ପ୍ରାତଃ ଭ୍ରମଣରେ ଯାଇଥିଲେ । ଅଜଣା ଗାଡ଼ି ଚାପିଦେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡ଼ା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା…

ରୁଷରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: ରବିବାର ଦିନ ରୁଷର ତାତରସ୍ତାନ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇମର୍ଜେନ୍ସି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କୁ ବିମାନର ଧ୍ୱଂସାବଶେଷରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର…

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର । ତେବେ କାରର ପଛ ସିଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଏଯାବତ ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।…

ଡଙ୍ଗା ଓଲଟିଲା

ଜଗତସିଂହପୁର: ପାରାଦ୍ଵୀପ: ପାରାଦ୍ଵୀପ- ମହାନଦୀ ମୁହାଣ ରେ ଏକ ବଡ ଅଘଟଣ ଘଟିଯାଇଛି । ଢେ଼ଉ ମାଡ଼ରେ ଓଲଟିଲା ଡଙ୍ଗା । ଏହି ଡ଼ଙ୍ଗାରେ ୫ ଜଣ ମତ୍ସଜୀବୀ ଥିବାର ସୂଚନା ମିଳିଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ମତ୍ସ୍ୟଜୀବୀ ମାନଙ୍କୁ ଅନ୍ୟ ଏକ ମାଛ ଧରା ଡଙ୍ଗାରେ…

ନଦୀ ପାର ହେଉଥିଲେ, ଭାସିଗଲେ

ଗଜପତି: ନଦୀ ପାର୍ ହେବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ସଇଲଡା ଗାଁରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ସଇଲଡା ଗାଁର ଜି.ରାମୁ। ଗତକାଲି ସେ ମହେନ୍ଦ୍ର ତନୟା ନଦୀ ପାର୍ ହେଉଥିବାବେଳେ ପାଣି ସ୍ରୋତରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଓ ଓଡ୍ରାଫ୍ ଟିମ୍…