Odia News Portal
Browsing Tag

acf soumya

ହାଇକୋର୍ଟ ଗଲା ଏସିଏଫ ସୌମ୍ୟ ମୃତ୍ୟୁ ମାମଲା

କଟକ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସୌମ୍ୟଙ୍କ ପରିବାର । ସିବିଆଇ ତଦନ୍ତ ନ ହେଲେ ବି ହାଇକୋର୍ଟଙ୍କ ତଦାରଖରେ ମାମଲାର ଯାଂଚ କରିବାକୁ ଅନୁରୋଧ କରାଯାଇଛି ।…

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୁଇମାସ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଆତ୍ମହତ୍ୟା ନାଁ ହତ୍ୟା ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ । ତେବେ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ସମ୍ପୃକ୍ତିକୁ ନେଇ ଲାଗି ରହିଛି ଚର୍ଚ୍ଚା ।…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ପୁଣିଥରେ ସମସ୍ତଙ୍କୁ କରାଯାଇପାରେ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ୨ ଉପରେ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିନାହିଁ । ମୃତ୍ୟୁକୁ ନେଇ ଆଜି ବି ଲାଗି ରହିଛି ସସ୍ପେନ୍ସ । ମୃତ୍ୟୁକୁ ନେଇ ଯେଉଁମାନଙ୍କ ନାମ ଉଠିଥିଲା ସେମାନଙ୍କୁ ପୋଲିସ ପ୍ରଥମେ ଜେରା କରିଥିଲା । ଆଉ…

ଖୋଲିବ କି ଗୁମର? ଡିଏଫଓ ରାତିରେ ସୌମ୍ୟଙ୍କ ଘରକୁ ଯାଉଥିବା ନେଇ କହିଲେ ଜଗୁଆଳି

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ଏଯାବତ କୌଣସି ସତ୍ୟ ପଦାକୁ ଆସିନାହିଁ । ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଆଜି ଜଗୁଆଳି ଗଙ୍ଗା ପ୍ରଧାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିବା…

ସତ ଓଗାଳିବେ କି ବିଦ୍ୟା?

ଉଦଳା: ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାରେ ଗଜପତି ପୋଲିସ ତଦନ୍ତ କରିଥିବା ବେଳେ କ୍ରାଇମବ୍ରାଞ୍ଚ ନିଜ ହାତକୁ ତଦନ୍ତ ଭାର ନେଇଛି । ପାରଳାଖେମୁଣ୍ଡି ଠାରେ ଡ଼ିଏଫଓ ଏବଂ ବନ କର୍ମଚାରୀଙ୍କୁ ଜେରା କରିବା ପରେ ଗତକାଲି ସୌମ୍ୟଙ୍କ ପରିବାର…

ଏସିଏଫ ସୌମ୍ୟଙ୍କ ପରିବାରକୁ ୩ ଘଣ୍ଟା ଜେରା

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ରାଉଣ୍ଡ ମାରାଥନ୍ ଜେରା । DSP ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି। ପ୍ରଥମେ…

ACF ସୌମ୍ୟ ମୃତ୍ୟୁ ମାମଲା: OIC ମମତା ପଣ୍ଡାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଅଭିଯୋଗ ଆସିଥିବା ସମସ୍ତଙ୍କୁ କରୁଛି ଜେରା । ତେବେ ଆଜି ଓଆଇସି ମମତା ରାଣୀ ପଣ୍ଡାଙ୍କୁ ପଚରାଉଚରା କରୁଛି ପ୍ରାଇମବ୍ରାଞ୍ଚ । ବାଟରେ ଆମ୍ବୁଲାନ୍ସ ଅଟକାଇଥିବାକୁ ନେଇ ଅନେକ ଚର୍ଚ୍ଚା…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଆଜି ୨ ଜଣଙ୍କ ଜେରା କରୁଛି କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସେମ୍ୟଙ୍କ ମୃତ୍ୟୁ ମାମଲାରେ ଚାଲଛି ତନାଘନା । ପାରଳା ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜଣେ ମାଳି ଓ ଜଗୁଆଳୀଙ୍କୁ…

ପୁଣି ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଣିଥରେ ଜେରା ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୨…

ସୌମ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାର ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ୨ ଜଣିଆଁ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୌମ୍ୟଙ୍କ ବାସ ଭବନରେ ପହଞ୍ଚି ତଦନତ ଆରମ୍ଭ କରିଛନ୍ତି । ତେଚବେ…