Odia News Portal
Browsing Tag

amrit pradhan

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଡାକ ଶୁଣିଲେନି ଈଶ୍ୱର, ବଞ୍ଚାଇ ପାରିଲେନି ଦ୍ବିତୀୟ ଭଗବାନ। ସବୁ ଚେଷ୍ଟା, ସବୁ ପ୍ରୟାସ ପରେ ବି ଆଖି ବୁଜି ଦେଲେ ଅମ୍ରିତ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଜୀବନର ଯୁଦ୍ଧରେ ପରାଜିତ ହେଲେ। ନା ଜିତିଲା କୋଟି କୋଟି ଲୋକଙ୍କ ପ୍ରାର୍ଥନା, ନା ବଞ୍ଚାଇ ପାରିଲା ଗୁରୁଜନଙ୍କ ଆଶୀର୍ବାଦ। ସତରେ…

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ…

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ…

ଅମ୍ରିତଙ୍କ ଚିକିତ୍ସା ଲାଗି ଖର୍ଚ୍ଚହେବ ୨କୋଟି

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା । ତେବେ ଅମ୍ରିତଙ୍କୁ ଚିକତ୍ସା ଲାଗି ସହଯୋଗ ସୁଅ ଛୁଟିବାରେ ଲାଗିଛି । ୮୦ ଲକ୍ଷ ଟଙ୍କା ଏଯାବତ ଆସିଥିବା ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ତେବେ ଆଗାମୀଦିନରେ ଏଭଳି ସହଯୋଗ କରିବା ସହ ତାଙ୍କ ଭାଇଙ୍କ…