Odia News Portal
Browsing Tag

aryan

ଆର୍ଯ୍ୟନଙ୍କ ବିରୋଧରେ NCB କୁ ମିଳିଲାନି କୌଣସି ପ୍ରମାଣ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆର୍ଯ୍ୟନ ଖାନଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ। ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ବିରୋଧରେ NCBର SITକୁ କୌଣସି ପ୍ରମାଣ ମିଳିନାହିଁ । ଘଟଣାଦିନ ଆର୍ଯ୍ୟନ ଖାନ୍‌ ଡ୍ରଗ୍ସ ରଖିନଥିଲେ । ଏହାସହ ଆନ୍ତର୍ଜାତିକ ଡ୍ରଗ୍ସ…

ଆର୍ୟନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏନସିବିର ଏସଆଇଟିଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରିଛି। ଏହା ବ୍ୟତୀତ ବଟି ଆଦାୟ ଅଭିଯୋଗର ଯାଞ୍ଚ କରୁଥିବା ଏସ୍ଆଇଟି ଏପର୍ଯ୍ୟନ୍ତ ୧୫ ଜଣଙ୍କ ବୟାନ ରେକର୍ଡ କରିଛି। ଏନସିବି ଉପ…

ଆରୟନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହରୁଖ ଖାନ

ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ।…

ଆଜି ବି ଜେଲ୍‌ରେ ରହିବେ ଆର୍ୟନ

ମୁମ୍ୱାଇ : କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ଆଜି ବି ଜେଲ୍‌ରେ ରାତି କଟେଇବେ ଆର୍ୟନ ଖାନ୍‌ ।ଟାଇମ୍‌ ଡେଟ୍‌ ଲାଇନ୍‌ କ୍ରସ୍‌ କରିଯିବାରୁ ଆଜି ସେ ଜେଲ୍‌ରେ ରହିବେ । ଆର୍ଥର ଜେଲକୁ ଆସି ପାରିଲାନି ଆର୍ୟନଙ୍କ ବେଲ୍‌ ଅର୍ଡର କପି । ନିର୍ଦ୍ଧାରିତ ସମୟ ସଂଧ୍ୟା ୫ଟା ୩୦ସୁଦ୍ଧା କୋର୍ଟରୁ…

ଜାଣନ୍ତୁ ଆର୍ୟନଙ୍କ ଜାମିନ୍ ପଛରେ କଣ ରହିଛି ସର୍ତ୍ତ

ମୁମ୍ବାଇ : ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଜାହାଜରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଆରୟନ୍ ଖାନଙ୍କୁ ୨୫ ଦିନ ପରେ ହାଇକୋର୍ଟରୁ ଜାମିନ ମିଳିଛି । କୋର୍ଟରେ ତାଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଆରୟନ୍…

ପୂରଣ ହେଲା ମନ୍ନତ, ମନ୍ନତ ଯିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲା ଜାମିନ୍ । ଆସନ୍ତାକାଲି ପ୍ରକାଶ ପାଇବ ବେଲ ଅର୍ଡର । ତାଙ୍କୁ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୩ ଦିନର ମାରାଥର ଜେରା ପରେ ମିଳିଛି ଜାମିନ୍ । ଶାହାରୁଖ ଖାନଙ୍କ ମନ୍ନତ ପୂରଣ…

ଆଜି ବି ଆର୍ୟନଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ ସମ୍ପର୍କ…

ଏନସିବି ବିରୋଧରେ ଅଭିଯୋଗ ଆଣିଲେ ଆର୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଛନ୍ତିି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆୟନ । ଏନସିବି ଜାଲରେ ଛନ୍ଦି ହୋଇଥିବା ଆର୍ୟନଙ୍କ ଜାମିନ ବାରମ୍ବାର ଖାରଜ ହୋଇଛି । ସେପଟେ ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି ଆର୍ୟନ । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ…

ଜେଲରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ: ପୁଅକୁ ଭେଟିଲେ ଶାହାରୁଖ୍ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନଙ୍କୁ ଭେଟିବା ପାଇଁ ଅଭିନେତା ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହାରୁଖ ଖାନ ଜେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିଛି…

ଏନସିବିକୁ ଏହି ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଏନସିବି ହେପାଜତ ସମୟରେ ପରାମର୍ଶ ଦିଆଯାଇଛି। ଡ୍ରଗ୍ସରୁ ମୁକ୍ତି ପାଇବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ଦ୍ୱାରା ଆର୍ଯ୍ୟନ୍ ଖାନଙ୍କୁ ପରାମର୍ଶ…