Odia News Portal
Browsing Tag

baripada

ପୁଣି ବନ୍ଦ ହେଲା ଶିମିଳିପାଳ

ବାରିପଦା: ଅନିଦ୍ଦିଷ୍ଟ ସମୟ ଲାଗି ବନ୍ଦ ରହିବ ଶିମିଳିପାଳ । ଘନ କୁହୁଡି ସାଙ୍ଗକୁ ବର୍ଷା ଯୋଗୁଁ ବିପଦ ଥିବାରୁ ବନ୍ଦ ରଖାଯାଇଛି । ତେବେ ଦୀର୍ଘଦିନ ବନ୍ଦ ରହିବା ପରେ ଗତ ୧ରୁ ଖୋଲିଥିଲା ଶିମିଳିପାଳ । ତେବେ ପୁଣିଥରେ ବନ୍ଦ ହେବାରୁ ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି । ତେବେ କେବେ ଖୋଲିବ…

ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬…

ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା…

ଦଳିଦେଲା ଦନ୍ତା

ବାରିପଦା : ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥମିବାର ନାମ ନେଉନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଆଉଏକ ଜୀବନ ଗଲା। ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ଗ୍ରାମରେ। ଆଜି ଭୋରରୁ ଗ୍ରାମର ଅର୍ଜୁନ ହାଁସଦା ନିଜ ବିଲ୍କୁ…

ରଥଯାତ୍ରା ଲାଗି ବିଶାଳ ରାଲି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ବିଶାଳ ରାଲି କରାଯାଇଛି । ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆଜି ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ଏହି…

ବାରିପଦାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍‌

ବାରିପଦା: ଭୟଙ୍କର ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍ । ଗତକାଲି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ବାଲେଶ୍ୱରରୁ ଆସି ବାରିପଦାର ସର୍କିଟ ହାଉସରେ ରହିଛି…

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମର ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ଯୁବତୀ ।ବାରିପଦା ସହରର କାଳିକାପୁର ଅଞ୍ଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମକର ବୁଡ଼ ନିମନ୍ତେ ଯୁବତୀ ଜଣକ ଆଜି ଭୋରରୁ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିବା ଅବସ୍ଥାରେ ଘଟିଛି ଏହିଭଳି ଜଘନ୍ୟ ଘଟଣା । ଏନେଇ ଟାଉନ…

ବାରିପଦା ପାଇଁ ନବୀନଙ୍କ ବଡ ଘୋଷଣା

ବାରିପଦା () ଆଜି ମୁଖ୍ୟମନ୍ତ୍ରୀ ବାରିପଦାରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭାରତ ବନ୍ଦ ଯୋଗୁଁ କଡା ସୁରକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ଜିଲ୍ଲାର ଉନ୍ନତି ପାଇଁ ଅନେକ ଘୋଷଣା କରିଛନ୍ତି…