Odia News Portal
Browsing Tag

bjd

ବିଜୁ ଜୟନ୍ତୀରେ ବିଜେଡି ପକ୍ଷରୁ ସାଇକେଲ ରାଲି

ଭୁବନେଶ୍ବର: ଆଜି ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି ।ତେବେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଉଛି । ଆଜି କଟକ ସ୍ଥିତ ଆନନ୍ଦ

ପ୍ରବାଦ ପୁରୁଷ ଓଡ଼ିଶାର ସ୍ୱାଭିମାନ ବିଜୁ ବାବୁ….

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଉଛନ୍ତି ସମ୍ପୂର୍ଣ୍ଣ ଓଡ଼ିଶାବାସୀ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରାର ଆୟୋଜନ

ଅପରାଜିତାଙ୍କୁ ଆଇନା ଦେଖାଇଲେ ମାନସ ମଙ୍ଗରାଜ

ବାଇ-ଲ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ

ବିଜେଡି ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜର

 ଭୁବନେଶ୍ୱର : ପିପିଲି ଉପନିର୍ବାଚନକୁ ସମ୍ମାନ ରକ୍ଷା ଭାବେ ଲଢିବାକୁ ଯାଉଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀଚୟନ ନେଇ ନିଜର ପତ୍ତା ଖୋଲୁନାହିଁ । ଉଭୟ ବିରୋଧିଦଳ ଏବେ ବିଜେଡି ସମେତ ମହାରଥୀ ପରିବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଜେଡି ବି କିଛି ସ୍ପଷ୍ଟ କରୁନାହିଁ । ତେଣୁ କୌଣସି

ପୁରୀରେ ଫେଲ୍‌ ମାରୁଛି ବିଜେପିର ରଣନୀତି

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଜେପିର ରଣନୀତି ବାରମ୍ବାର ଫେଲ୍‌ ମାରୁଛି ।ବିଭିନ୍ନ ପ୍ରସଙ୍ଗକୁ ଆଳ କରି ସରକାରଙ୍କୁ ଘେରିବାାଇଁ ଯେତେ ଯାହା କଲେ ବି ତାହା ଦାନା ଧରୁନାହିଁ । ସାଧାରଣ ଲୋକେ ବି ବିଜେପି ସହିତ ପୁରୀ ଯିବା ପାଇଁ ରାଜି ନୁହନ୍ତି । ଏଭଳି ବିଫଳତାକୁ ସାଧାରଣ ଲୋକେ ‘ସବୁ

ବଲାଙ୍ଗୀର ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଶ୍ରୀମୟୀ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା

ବାଇ-ଲ ଜାରି ନେଇ ପ୍ରତିକ୍ରିୟା ରଖିଲେ ବିଜେଡ଼ି-ବିଜେପି

ପୁରୀ: ପୁରୀ ଶ୍ରୀମନ୍ଦିର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର