Sign in
Sign in
Recover your password.
A password will be e-mailed to you.
Browsing Tag
bjp
ଯୋଗ୍ୟ ହିତାଧିକାରୀଙ୍କୁ ନେଇ ବିଜେପିର ହୀନ ରାଜନୀତି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ ।
!-->!-->!-->…
ମାହାଙ୍ଗାକୁ ବଦନାମ୍ ହେବାକୁ ଦେବନି ବିଜେଡି
୫ ଥର ମାଟ୍ରିକରେ ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ
ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ବର: ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ହଟ୍ଟଚମଟ ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି!-->…
ନବୀନ ନିବାସ ସାମ୍ନାରେ ବିଜେପି ବିଧାୟକଙ୍କ ଧାରଣା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେପି ବିଧାୟକ।ତେବେ ବିଧାୟକଙ୍କ ଆସିବା କ୍ଷଣି ନବୀନ ନିବାସ ଗେଟ୍ ବନ୍ଦ କରାଯାଇଥିବାରୁ। ବିଜେପି ବିଧାୟକ ମାନେ ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି ।ତେବେ ବିଧାୟକ ମାନଙ୍କୁ ଭିତରକୁ ଯିବାକୁ ମନ୍ତ୍ରୀ!-->…
‘ମାନସିକ ଭାରସାମ୍ୟ ହରାଇ ବସିଲେଣି ଲେଖାଶ୍ରୀ’: ବିଜେଡ଼ି
ଭୁବନେଶ୍ବର: ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ବିଜେପିକୁ ଖୁଲମଖୁଲା ଟାର୍ଗେଟ କରିଛି ବିଜେଡି । ବିଜେଡି ପାନେଲିଷ୍ଟ ଇପ୍ସିସା ସାହୁ କହିଛନ୍ତି, ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା!-->…
‘ସମାଜକୁ ଭୁଲ୍ ବାର୍ତ୍ତା ଦେଇଛନ୍ତି ସୁବାସ’: ବିଜେଡି
ସାମ୍ବାଦିକ ସମ୍ମିଳନୀରେ ସୁବାସଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅତନୁ
ବିଜେପିରେ ସାମିଲ ହେଲେ ମିଥୁନ୍ ଚକ୍ରବର୍ତ୍ତୀ
କୋଲକାତା: କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ପଦ୍ମ ଧରିଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର!-->…
ବିଜେଡି ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜର
ଭୁବନେଶ୍ୱର : ପିପିଲି ଉପନିର୍ବାଚନକୁ ସମ୍ମାନ ରକ୍ଷା ଭାବେ ଲଢିବାକୁ ଯାଉଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀଚୟନ ନେଇ ନିଜର ପତ୍ତା ଖୋଲୁନାହିଁ । ଉଭୟ ବିରୋଧିଦଳ ଏବେ ବିଜେଡି ସମେତ ମହାରଥୀ ପରିବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଜେଡି ବି କିଛି ସ୍ପଷ୍ଟ କରୁନାହିଁ । ତେଣୁ କୌଣସି!-->…
