Odia News Portal
Browsing Tag

bjp

ବିଜେପି ସରକାରର ଆର୍ଥିକ ପରିଚାଳନା ଠିକ ଭାବେ ହେଉନି: ବିଜେଡି

ଭୁବନେଶ୍ୱର: ବିଜେପି ସରକାଙ୍କ ଉପରେ ବର୍ଷିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଠିକ ଭାବେ ହେଉ ନଥିବା କୁହାଯାଇଛି । ଦର ବୃଦ୍ଧି ଯନ୍ତ୍ରଣାଦାୟକ,

ମମିତାଙ୍କ ଘରେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ

ମମିତା ମେହେରଙ୍କ ପରିବାରକୁ ଭେଟିବ ବିଜେପି ପ୍ରତିନିଧି ଦଳ

ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯାଇଛି ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବେ । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର

ଆଜିଠୁ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଆଜି ଏବଂ ଆସନ୍ତକାଲି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌,

ମମିତା ହତ୍ୟା ଘଟଣାକୁ ନେଇ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀମାନେ ଘନ ଘନ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରୁଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ

ବିଜେପିକୁ ବାଏ ବାଏ କଲେ ବିଶ୍ୱ

ଯାଜପୁର: ଜିଲ୍ଲାରେ ବିଜେପିରେ ଦୁର୍ଗ ଧିରେ ଧିରେ ଭାଙ୍ଗିବାକୁ ଲାଗିଲାଣି । ଜଣକ ପରେ ଜଣେ ଟାଣୁଅାଁ ନେତା ବିଜେପି ଛାଡ଼ୁଛନ୍ତି । ଏହିକ୍ରମରେ ଆଜି ଯାଜପୁର ଜିଲ୍ଲାର ବିଜେପି ନେତା ତଥା ବରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ।

ବିଜେପି କାହିଁକି ସିବିଆଇ ତଦନ୍ତ ଦାବି କରୁଛି, ପ୍ରେସମିଟରେ ଉତ୍ତର ରଖିଲେ ପ୍ରମିଳା

ଭୁବନେଶ୍ୱର: ରାଜ୍ୟରେ ଯେବେ ବି ବଡ଼ ଘଟଣା ଘଟୁଛି ବିରୋଧୀମାନେ ସେତେବେଳେ ମନ୍ତ୍ରୀଙ୍କୁ ଛନ୍ଦୁଛନ୍ତି । ସେ ପରୀ ଘଟଣା ହେଉ ବା ମାହାଙ୍ଗା ଡବଲମର୍ଡର ହେଉ । ସବୁ ଘଟଣାରେ ବିଜେଡି ମନ୍ତ୍ରୀଙ୍କ ଉପରକୁ କାଦୁଅ ଫୋପାଡ଼ୁଛନ୍ତି ବିରୋଧୀ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବୋଲାଉଥିବା ବିଜେପି ସବୁ

ମମିତା ମିଷ୍ଟ୍ରି: ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ଚାରିଆଡ଼େ ଗୋଟିଏ ଚର୍ଚ୍ଚା । ମହାଲିଙ୍ଗ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ଏବେ ହୁଲସ୍ତୁଲ ହେବାରେ ଲାଗିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି ବିରୋଧୀ ବିଜେପି । ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି କି

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନୀପାଟଣାସ୍ଥିତ ଘର ଉପରକୁ ଅଣ୍ଡାମାଡ଼

କଳାହାଣ୍ଡି: ଥମୁନି ବିବାଦ । ମମିତା ମିଷ୍ଟିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ଟାର୍ଗେଟ କରୁଛନ୍ତି । ମଙ୍ଗଳବାର ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବାବେଳେ ଆଜି ଭବାନୀପାଟଣାସ୍ଥିତ ବାସଭବନରେ ବିଜେପି ମହିଳା ମୋର୍ଚ୍ଚା