ବେଲପଡାକୁ ଏନ୍ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
					ବଲାଙ୍ଗୀର:  ପାଟଣାଗଡ  କୋଶଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁଦୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ ପ୍ରଥମ ପର୍ଯ୍ୟାୟରେ ଗତକାଲି କୋଶଲ ରାଜ୍ୟ!-->…				
						
						
			